Daily Archives

July 24, 2018

ଜେଲରୁ ମୁକୁଳିଲେ କଂଗ୍ରେସ ନେତା ରମେଶ ଜେନା ! ବିଶାଳ ଶୋଭାଯାତ୍ରାରେ ପାଛୋଟିଲେ ସମର୍ଥକ, ୨୦୧୬ରୁ ଥିଲେ ଜେଲରେ ।

କନକ ବ୍ୟୁରୋ : ଜେଲରୁ ମୁକୁଳିଲେ ରମେଶ ଜେନା । କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଜାମିନ ମିଳିଲା ପରେ ମଙ୍ଗଳବାର ସେ ଛତ୍ରପୁର ଜେଲରୁ ବାହାରିଛନ୍ତି । ଗଂଜାମ ଜିଲାର ଏହି ଟାଣୁଆ ନେତା ଆଜି ଜେଲରୁ ବାହାରିବା ସମୟରେ ତାଙ୍କୁ ପାଛୋଟି ନେଇଥିଲେ ତାଙ୍କର ହଜାର ହଜାର ସମର୍ଥକ ।…

ଆମେରିକାର ଶରଣ ନେଲା ପିଏବି ମହାଘୋଟାଲାର ଅନ୍ୟତମ ପଳାତକ ମେହୁଲ ଚୋକସି : ଗ୍ରହଣ କଲା ଏଂଟିଗୁଆ ଆଇଲାଣ୍ଡର ନାଗରିକତା

କନକ ବ୍ୟୁରୋ : ଆମେରିକାରେ ଶରଣ ନେଲେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅନ୍ୟତମ ପଳାତକ ତଥା ଅଭିଯୁକ୍ତ ମେହୁଲ ଚୌକସି । ଏବେ ସେ ଆମେରିକାର ଏଂଟିଗୁଆ ଆଇଲାଣ୍ଡରେ ଥିବା ସୁଚନା ମିଳିଛି । ଗତ ଜୁଲାଇ ୮ରେ ମେହୁଲ ବି.ସି ୱର୍ଡ ଇଂଟରନ୍ୟାସନାଲ ଏୟାରପୋର୍ଟରେ ନଜର ଆସିଥିଲେ । ଏହାର ଗୋଟିଏ…

ରାତି ପାହିଲେ ପାକିସ୍ତାନରେ ସାଧାରଣ ନିର୍ବାଚନ : ନୂଆ ନେତୃତ୍ୱ ପାଇଁ ଜନତା କରିବେ ମତଦାନ

କନକ ବ୍ୟୁରୋ : ରାତି ପାହିଲେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ । ପାକିସ୍ତାନର ଜନସାଧାରଣ ସେଠାକାର ନୂଆ ନେତୃତ୍ୱକୁ ବାଛିବା ପାଇଁ କରିବେ ମତଦାନ । ଭାରତ ସମେତ ବିଶ୍ୱର ଅନେକ ଦେଶର ନଜର ଏହି ନିର୍ବାଚନ ଉପରେ ରହିଛି । କ୍ରିକେଟରରୁ ନେତା ବନିଥିବା ଇମ୍ରାନ ଖାନଙ୍କ ପାର୍ଟି…

ଛାଡ଼ିଗଲା ବର୍ଷା ହେଲେ ପ୍ରଭାବ ରହିଗଲା : ପାଣି ଭିତରେ ବୁଡି ରହି ଉଜୁଛି ଯାଇଛି ପନିପରିବା ଚାଷ

କନକ ବ୍ୟୁରୋ : ବର୍ଷା କମିଯିବା ପରେ ଏବେ ବନ୍ୟାର ଆଶଙ୍କା ନାହିଁ । ହେଲେ ବନ୍ୟା ଛାଡି ଯାଇଥିବା ପାଣି, ପ୍ରଭାବିତ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବି ଲୋକ ପାଣି ଘେରରେ ଥିବା ବେଳେ ଅନେକ ସ୍ଥାନରେ ବର୍ଷା ଯୋଗୁଁ ଚାଷ ଉଜୁଡି ଯାଇଛି । ଶହ ଶହ ଏକର ତଳି…

ବୋଲ ମାନିଲାନି ବସ ! ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସର ବ୍ରେକ ଫେଲ୍, କଳ୍ପନା ଛକରେ ଗଛରେ ପିଟିହେଲା ବସ ।

କନକ ବ୍ୟୁରୋ : ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ରାସ୍ତାରେ ବସ୍ ଦୁର୍ଘଟଣା । ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍, ଅଚାନକ୍ ବ୍ରେକ୍ ଫେଲ ହୋଇଯିବାରୁ ଦୁର୍ଘଟଣାଗସ୍ତ ହୋଇଛି । ହେଲେ ଡ୍ରାଇଭରଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ । ହେଲେ ଏହି ଦୁର୍ଘଟଣାରେ ୬…

ବର୍ଷାରେ ଲାଗିଲା ବିରାମ, ଟଳିଗଲା ବନ୍ୟା ବିପଦ : କମିବାରେ ଲାଗିଛି ସମସ୍ତ ପ୍ରମୁଖ ନଦୀର ଜଳସ୍ତର

କନକ ବ୍ୟୁରୋ : ବର୍ତ୍ତମାନ ସ୍ଥିତିରେ ଟଳିଛି ବନ୍ୟା ବିପଦ । ମହାନଦୀରେ ଆଉ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନାହିଁ । ବ୍ରାହ୍ମଣୀ ଓ ବୈତରଣୀରେ ବି ଜଳସ୍ତର କମିଛି । ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି, ଗତ ୨୪ ଘଂଟା ଧରି ଆଉ ବର୍ଷା ନହେବାରୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ…