Daily Archives

July 23, 2018

ଆସନ୍ତାକାଲି ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ

କନକ ବ୍ୟୁରୋ : ଫୁଲୁଛି ମହାନଦୀ । ଆଉ ଏହାସହ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । କାଲି ହୀରାକୁଦ ଡ୍ୟାମର ଗେଟ୍ ଖୋଲିବ ବୋଲି ସୂଚନା ମିଳିବା ପରେ ଏବେ ତଳ ମୁଣ୍ଡରେ ଥିବା ଲୋକଙ୍କ ମନରେ ବନ୍ୟା ଭୟ ସୃଷ୍ଟି ହୋଇଛି । ଦିନ ୩ଟା ସୁଦ୍ଧା ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୧୬ ଦଶମିକ ୪୫…

ସେବାୟତଙ୍କ ସୁନାବେଶ ! ରଥ ଉପରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି, ପାଖରେ ଝଟକିଲେ ଦଇତାପତି ।

କନକ ବ୍ୟୁରୋ : ସୁନାବେଶରେ ଝଟକି ଥାଆନ୍ତି ଶ୍ରୀଜିଉ । ସେପଟେ ସେବାୟତମାନଙ୍କୁ ମଧ୍ୟ ବିଭିନ୍ନ ସୁନା ଅଳଙ୍କାରରେ ସଜିତ ହୋଇଥିବା ଦେଖିବାକୁ ମିଳେ । ବଡ଼ଦାଣ୍ଡରେ ମହଣ ମହଣ ସୁନାରେ ସଜାଇ ହୋଇଥାନ୍ତି ତିନିଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ଧାଇଁ…

ଦମ ଦେଖାଇଲା ଓଡ୍ରାଫ ଟିମ୍ । ପାଣି ଭିତରେ କାନ୍ଧରେ ବୋହି ଗ୍ରାମବାସୀଙ୍କୁ କଲେ ଉଦ୍ଧାର

କନକ ବ୍ୟୁରୋ : ପ୍ରବଳ ବର୍ଷା ତାଣ୍ଡବ ରଚିଛି ସମ୍ବଲପୁରରେ । ପାଣିରେ ବୁଡି ଯାଇଛି ଗାଁ । ଘରଦ୍ୱାର ଭାସିଯାଇଛି । ଆଉ ସେହି ପାଣିର ସ୍ରୋତରୁ ଉଦ୍ଧାର ହୋଇଛି ଜୀବନ । ଲୋକଙ୍କୁ ବନ୍ୟା ଜଳରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ । ସେପଟେ ଆଜି କୁଆଖାଇ ନଦୀକୁ ଡେଇଁ ଜଣେ ମହିଳା…

କୁକୁର ଠାରୁ ହାର ମାନିଲେ ତିନି ତିନୋଟି ସିଂହ ! ସିଂହ କବଳରେ ପଡିଥିବା ମାଲିକର ଜୀବନ ବଞ୍ଚାଇ କୁକୁର ପାଲଟିଲା ହିରୋ ।

କୁକୁର ସର୍ବଦା ମଣିଷର ବିଶ୍ୱାସ ଯୋଗ୍ୟ ପ୍ରାଣୀ ହୋଇ ରହିଛି । ଅନ୍ୟ ପଶୁ ମାନଙ୍କ ଅପେକ୍ଷା ମନୁଷ୍ୟ କୁକୁରକୁ ଅଧିକ ଗୁରୁତ୍ୱ ଦେଇଥାଏ । କାରଣ କୁକୁର ମାଲିକର କଥା ମାନିବା ସହ ବିପଦରୁ ରକ୍ଷା ମଧ୍ୟ କରିଥାଏ । ଏହିଭଳି ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି ବିପଦରେ ପଡିଥିବା ମାଲିକକୁ ପୋଷା…

ଛତିଶଗଡର ମନମାନି । ଖରାଦିନେ ପାଣି ବନ୍ଦ କରି ଶୁଖାଇ ଦେଇଥିଲା ମହାନଦୀ, ବର୍ଷା ହେଉହେଉ ଖୋଲିଦେଲା କଲମା ବ୍ୟାରେଜର ସବୁ…

କନକ ବ୍ୟୁରୋ : ରାଜ୍ୟରେ ବାଦଲଫଟା ବର୍ଷା ପରେ ମହାନଦୀ ସମେତ ଅନ୍ୟ ନଦୀଗୁଡିକରୁ ଜଳପତନ ବଢିବାରେ ଲାଗିଛି । ଠିକ୍ ଏହି ସମୟରେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲି ଦେଇଛି ଛତିଶଗଡ଼ । ଯେଉଁ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି, ସେଥିପାଇଁ ଛତିଶଗଡ଼ ଦାୟୀ ବୋଲି ପରୋକ୍ଷରେ ଇଙ୍ଗିତ…

ରଥ ଉପରେ ତିନି ଠାକୁରଙ୍କ ସୁନାବେସ ! ମହଣ ମହଣ ସୁନାରେ ଛାଇ ହୋଇଛନ୍ତି ଶ୍ରୀଜିଉ, ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ…

କନକ ବ୍ୟୁରୋ : ଆଜି ସୁନାବେଶରେ ସଜାଇ ହୋଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ନାନାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜିଉମାନେ ଝଟକନ୍ତି ରଥ ଉପରେ । ୧୩୮ ପ୍ରକାର ରତ୍ନ ଖଚିତ ସୁନା ଅଳଙ୍କାରରେ ଦାରୁ ବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଏ । ମହାପ୍ରଭୁଙ୍କ ଏହି ଅପୂର୍ବ ରୂପକୁ ଦର୍ଶନ କରିବା…