Daily Archives

July 22, 2018

ମହାବଳ ପାଇଁ ହଜିଲା ନିଦ ! ଘରୁ ବାହାରିବା ପାଇଁ ଲୋକଙ୍କୁ ଡର, ବାଘ ଭୟରେ ଦିନ ରାତି ପହରା ଦେଉଛନ୍ତି ସାତକୋଶିଆ…

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟକୁ ଲାଗିଥିବା ଗାଁରେ ଘାରିଛି ମହାବଳ ଭୟ । ମଧ୍ୟପ୍ରଦେଶରୁ ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ପରେ ନିକଟବର୍ତି ଗାଁ ଲୋକଙ୍କ ଜୀବନ ଶୈଳୀ ବଦଳି ଯାଇଛି । ଜାଳେଣୀ ସଂଗ୍ରହ ହେଉ କି ଚାଷବାଷ କାମ ଜଙ୍ଗଲ ପାଖ ଦେଇ ବି ଯାତାୟତ…

ଜାଣନ୍ତୁ ଦୁନିଆର ସବୁଠୁ ବଡ ମିଛୁଆ ନେତା କିଏ ! ୧୯୨୯ ଥର ମିଛ କହି ପ୍ରମାଣ କଲେ କେତେ ମିଛ କହନ୍ତି ନେତା ।

ନେତାମାନେ କେତେବେଳେ ସତ କୁହନ୍ତି କେତେବେଳେ ମିଛ କହନ୍ତି ତାହା ବୁଝିବା ମୁସକିଲ ହୋଇପଡିଥାଏ । ଏଭଳି ସ୍ଥିତି କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ । ମିଛ କହିବା ମାମଲାରେ ଯଦି ଆମେ ବିଦେଶି ନେତାମାନଙ୍କ କଥା କହିବା ତେବେ ସର୍ବ ପ୍ରଥମେ ଆମେରିକାର…

ଜିଏସଟିରେ କେଉଁ ସାମଗ୍ରୀ ହେଲା ଶସ୍ତା ! ଜାଣନ୍ତୁ ପୁରା ତାଲିକା ।

ଜିଏସଟି ଲାଗୁ ହେବା ପରେ ପ୍ରତ୍ୟେକଟି ଜିନିଷର ଦରଦାମ ବୃଦ୍ଧି ହୋଇଯାଇଥିଲା । ବଡ ଜିନିଷ ଠାରୁ ଆରମ୍ଭ କରି ଛୋଟ ଛୋଟ ଜିନିଷ ଗୁଡିକର ମଧ୍ୟ ଦରଦାମ ବୃଦ୍ଧି ପାଇଥିଲା । ଯାହାଫଳରେ ଗ୍ରାହକ ମାନେ ଜିନିଷ କିଣିବା ବେଳେ ଅସନ୍ତୋଷ ପ୍ରକାଶ କରୁଥିଲେ । କିନ୍ତୁ ଏବେ ଜିନିଷ କିଣିବା ବେଳେ…

ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ! ବିଦେଶିନୀଙ୍କ ଆଖିରୁ ଝରିଲା ଲୁହ, ଜୟ ଜଗନ୍ନାଥ ଡାକରେ ପୁରି ଉଠିଲା ବଡଦାଣ୍ଡ ।

କନକ ବ୍ୟୁରୋ : ମହାପ୍ରଭୁଙ୍କ ବାହୁଡା ଯାତ୍ରା ଭିତରେ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଦେଖିବାକୁ ମିଳିଥିଲା କିଛି ଅଭୁଲା ଦୃଶ୍ୟ । କିଏ ଦୁଇ ହାତ ଉଠାଇ ବ୍ରହ୍ମାଣ୍ଡକର୍ତାଙ୍କ ଆଗରେ ନିଜକୁ ସମର୍ପି ଦେଉଥିଲା ତ ଆଉ କାହାର ଆଖିରୁ ଝରିଆସୁଥିଲା ଲୁହ । ନୃତ୍ୟ, ଗୀତ ଓ ବିଭିନ୍ନ ବେଶରେ ମହାପ୍ରଭୁଙ୍କୁ…

୫୦ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ବାହୁଡ଼ା ଯାତ୍ରା ! ସଅଳ ଫେରିଲେ ଶ୍ରୀଜିଉ, ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ…

କନକ ବ୍ୟୁରୋ : ଇତିହାସ ରଚିଛି ଏଥରର ବାହୁଡା ଯାତ୍ରା । ଗତ ୫୦ ବର୍ଷ ଭିତରେ ଯାହା କେବେ ହୋଇନଥିଲା ଏଥର ତାହା ହୋଇଛି । ସଅଳ ସରିଛି ମହାପ୍ରଭୁଙ୍କ ନୀତିକାନ୍ତି । ଆଉ ସବୁଠାରୁ ବଡ କଥା ହେଲା ଅପରାହ୍ନ ୪ଟାରେ ରଥ ଟଣାଯିବାକୁ ସମୟ ନିର୍ଘଂଟ ଥିବାବେଳେ ୪ଟା ସୁଦ୍ଧା ସିଂହଦ୍ୱାର ଆଗରେ…

୧୯୯୯ ମହାବାତ୍ୟା ଓ ଫାଇଲିନକୁ ଟପିଗଲା ବର୍ଷା ପରିମାଣ ! ଆଜି ସମ୍ବଲପୁର ଓ ସୋନପୁରରେ ହୋଇଛି ସବୁଠୁ ଅଧିକ ବର୍ଷା,…

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଗତକାଲି ଉପକୂଳ ଓଡିଶାର ଭୁବନେଶ୍ୱର, ପୁରୀ ଓ କଟକରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଆଜି  ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ବେହାଲ ପରିସ୍ଥିତି ସୃଷ୍ଟି କରିଛି । ବହୁ ଅଂଚଳ ଜଳବନ୍ଦୀ ହୋଇଥିବା ବେଳେ ସହର ରାଜରାସ୍ତାରେ ଛୁଟୁଛି ବର୍ଷାପାଣିର…