Daily Archives

July 15, 2018

ଦରିଆ ପାରିରେ ରଥଯାତ୍ରା : ବିଦେଶରେ ଭକ୍ତଙ୍କ ଗହଳି ଓ ଘଂଟଘଂଟି ଧ୍ୱନିରେ ଗଡ଼ିଲା ରଥ

କନକ ବ୍ୟୁରୋ : କେବଳ ଓଡିଶା ବା ଭାରତରେ ନୁହେଁ ସାତ ଦରିଆ, ତେର ନଈ ପାରରେ ବି ଗଡିଛି କାଳିଆର ରଥ । ଦରିଆ ପାରିରେ ରଥଯାତ୍ରା । ସିଙ୍ଗାପୁରରେ ଭକ୍ତଙ୍କ ଗହଳି ଓ ଘଂଟଘଂଟି ଧ୍ୱନି ଭିତରେ ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି ମହାପ୍ରଭୁ । ସିଙ୍ଗାପୁରର ହୋଗାଙ୍ଗ ଷ୍ଟାଡିମୟରେ ଆୟୋଜିତ ଏହି…

ବିମାନ ଭିତରେ ସିଗାରେଟ ଟାଣୁଥିଲେ କୋ-ପାଇଲଟ ! ଘଟିଲା କିଛି ଏଭଳି ଘଟଣା, ତଳକୁ ଖସିଲା ପ୍ଲେନ୍ ।

ଉଡାଯାହାଜରେ ଯାତ୍ରା କରିବା ବେଳେ ବିଭିନ୍ନ ପ୍ରକାର ନିୟମକୁ ମାନିବାକୁ ପଡିଥାଏ । ଯାତ୍ରୀ ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏୟାରଲାଇନ ବିଭିନ୍ନ ପ୍ରକାର ଆଇନି ତିଆରି କରିଛି ଯେପରିକି ଯାତ୍ରା କରିବା ସମୟରେ ମୋବାଇଲ, ଲ୍ୟାପଟପ ଆଦିକୁ ବନ୍ଦ କରିବାକୁ ପଡିଥାଏ । ସେହିଭଳି ନିଶା ଦ୍ରବ୍ୟ…

ଗୋହତ୍ୟା ରୋକିବାରେ ବିଫଳ ହେଲେ ଥାନାବାବୁ : ନିଜ ବିରୋଧରେ ଥାନାରେ ଆଣିଲେ ଅଭିଯୋଗ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମେରଠ ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମେରଠର ଷ୍ଟେସନ୍‌ ହାଉସ୍‌ ଅଫିସର୍‌(ଏସ୍‌ଏଚ୍‌ଓ) ନିଜେ ନିଜ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଧୀନସ୍ଥ ଅଞ୍ଚଳରେ ଗୋଚାଲାଣ ରୋକିବାରେ ବିଫଳ ହେବାରୁ ଅଧିକାରୀ ଜଣକ ନିଜର ବିଫଳତା ସ୍ୱୀକାର କରିଛନ୍ତି…

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ନେଇ ଦୁଇ ସାର୍ପ ସୁଟରଙ୍କୁ ଗିରଫ କଲା ଏସଟିଏଫ୍ ! ଉଭୟଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ…

କନକ ବ୍ୟୁରୋ : ଗିରଫ ହେଲେ ଟିଟୋର ଦୁଇ ସହଯୋଗୀ  । କ୍ରାଇମବ୍ରାଂଚ ସୂଚନା ଅନୁଯାୟୀ ଏସଟିଏଫ୍ ଆଜି ୨ ସାର୍ପ ସୁଟରଙ୍କୁ ଗିରଫ କରିଛି  । ଗିରଫ ହୋଇଥିବା ଦୁଇ ସାର୍ପ ସୁଟର୍ ହେଲେ ସେଖ୍ ସୟଦ୍ ଓ ବାବୁଲା ପତି  । ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ସୟଦ ଓ ବାବୁଲା ନାଁରେ ପାଖାପାଖି ୨୫ରୁ ଅଧିକ…

ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି : ଆସନ୍ତାକାଲି ଆଡପ ମଣ୍ଡପକୁ ବିଜେ କରିବେ ବଡ ଠାକୁର

କନକ ବ୍ୟୁରୋ : ପୁରୀ ଶରଧାବାଲିରେ ତିନିରଥ । ବର୍ଷ ତମାମ ଶ୍ରୀମନ୍ଦିର ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ବଡଠାକୁର, ଜନ୍ମବେଦୀରେ ରଥ ଉପରୁ ଦେଉଛନ୍ତି ଦର୍ଶନ । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ରଥ ଉପରେ ହିଁ ଠାକୁରଙ୍କ…

ବଳାତ୍କାର କଲେ, ଯଜ୍ଞକୁଣ୍ଡରେ ଜିଅନ୍ତା ଜାଳିଦେଲେ ! ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କଲେ ୫…

ସୀମା ଟପିଗଲା ନୃଶଂସତା । ଜଣେ ୩୫ ବର୍ଷିୟା ମହିଳାକୁ ଗଣବଳାତ୍କାର କରିବା ପରେ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ ।  ନିକଟସ୍ଥ ମନ୍ଦିର ପରିସରରେ ଥିବା ଯଜ୍ଞକୁଣ୍ଡରେ ମହିଳାକୁ ଜାଳିଦେଇଥିବା ଦୃଶ୍ୟ ଦେଖିବାକୁ ମଳିଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲା ରାଜପୁରା ଥାନା…