Daily Archives

July 13, 2018

ବିମାନରେ ଉପଲବ୍ଧ ହେଲା ଡବଲବେଡର ସୁବିଧା ! ଜାଣନ୍ତୁ କେଉଁ ଉଡାଯାହାଜ କମ୍ପାନୀ ଦେଉଛି ଏହି ସୁବିଧା ।

ଉଡାଜାହାଜରେ ଦୁରଦୁରାନ୍ତକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ବିମାନରେ ଥିବା ଛୋଟ ସିଟ କାରଣରୁ ଦୁର ଯାତ୍ରା କରୁଥିବା ଯାତ୍ରୀଙ୍କୁ ବସିବାରେ ଅସୁବିଧା ହୋଇଥାଏ । କିନ୍ତୁ ଏବେ ବିମାନରେ ଯାତ୍ରୀମାନଙ୍କୁ ବେଡରୁମ ଭଳି ଆରାମ…

କଟକ ସହରରେ ବ୍ୟାପୁଛି ଡେଙ୍ଗୁ ଜ୍ୱର : ବଢୁଛି ରୋଗ ତେଜୁଛି ରାଜନୀତି

କନକ ବ୍ୟୁରୋ : କଟକ ସହର ଓ ଏହାର ଆଖପାଖ ଅଂଚଳରେ ବ୍ୟାପୁଛି ଡେଙ୍ଗୁ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଂଚିଛି । ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଡେଙ୍ଗୁକୁ ଡାକି ଆଣିଥିବା ନେଇ ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ…

କେନ୍ଦ୍ରାପଡାରେ ଗ୍ୟାଙ୍ଗଷ୍ଟର ଟିଟୋ ଘରେ ଏସଟିଏଫ୍ : ଅମାପ ସଂପତ୍ତି ନେଇ ଟିଟୋର ପତ୍ନୀଙ୍କୁୁ ଜେରା କରୁଛି ୫ ଜଣିଆ…

କନକ ବ୍ୟୁରୋ : ବେଗମଙ୍କୁ ଜେରା କରୁଛି ପାଇଁ ଗ୍ୟାଙ୍ଗଷ୍ଟର ଟିଟୋର ବାସଭବନରେ ପହଂଚିଛି ଏସଟିଏଫ । ଟିଟୋର ସ୍ତ୍ରୀ ବେନଜୀର ବିବିଙ୍କୁ ଜେରା କରିବା ପାଇଁ ଏସଟିଏଫର ଏକ ଟିମ୍ କେନ୍ଦ୍ରାପଡାରେ ଟିଟୋର ଘରେ ପହଂଚିଛି । ୫ ଜଣିଆ ଟିମରେ ଜଣେ ଡିଏସପି ଓ ୨ ଜଣ ଲେଡି ଇନ୍ସପେକ୍ଟର ରହିଛନ୍ତି ।…

ଥାନାରେ ଖତ ଖାଉଛି ଦାମୀ କାର୍ ଓ ବାଇକ୍ : ଗଂଜେଇ ଚୋରା ଚାଲାଣ ବେଳେ ଜବତ ହୋଇଥିଲା ଗାଡ଼ି

କନକ ବ୍ୟୁରୋ : ଥାନା ପରିସରରେ ନଷ୍ଟ ହେଉଛି ଦାମୀ କାର୍ ଓ ବାଇକ୍ । ଗଂଜେଇ ଚୋରା ଚାଲାଣ ବେଳେ ଜବତ ହୋଇଥିବା ଗାଡି ଥାନାରେ ଖତ ଖାଉଛି । ୨୦୧୪ରୁ ୨୦୧୮ ଜୁନ ସୁଦ୍ଧା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେ ୯୪ଟି ମାମଲାରେ ୧୬୯ ଜଣ ଗିରଫ…

କୋରାପୁଟ ସାବର ଶ୍ରୀକ୍ଷେତ୍ରର ନିଆରା ମାହାତ୍ମ୍ୟ : ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜା ପାଆନ୍ତି କାଳିଆ…

କନକ ବ୍ୟୁରୋ : ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ଆଉ କୋରାପୁଟ ସାବର ଶ୍ରୀକ୍ଷେତ୍ରରେ ପୂଜା ପାଆନ୍ତି ଜଗନ୍ନାଥ । ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିଥାନ୍ତି । ଚାଳ କୁଡ଼ିଆରୁ ଠିଆ ହୋଇଥିବା ବିରାଟକାୟ ମନ୍ଦିର, ବର୍ଣ୍ଣନା କରେ ଅନେକ କାହାଣୀ । ଆଉ…

ହୀରାକୁଦରେ ଚାଲିଛି ନୂଆ ପ୍ରଣାଳୀରେ ମାଛଚାଷ : କୋଲକାତାକୁ ଚାଲାଣ ହେଉଛି କଉମାଛ

କନକ ବ୍ୟୁରୋ : ହୀରାକୁଦ ରିଜର୍ଭର ଭିତରେ ଚାଲିଛି ନୂଆ ପ୍ରଣାଳୀରେ ମାଛଚାଷ । ରିଜର୍ଭର ଭିତରେ କେଜ୍ ପ୍ରଣାଳୀ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ମାଛଚାଷ କରାଇ ସଫଳ ହେଉଛି ମତ୍ସ୍ୟ ବିଭାଗ । ଆଉ ସରକାରଙ୍କ ସହ ମିଶି ଏହି ନୂଆ ପ୍ରଣାଳୀରେ ମାଛ ଚାଷ ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁରର ମାଛ ଚାଷୀ ।…