Daily Archives

July 10, 2018

କ୍ୟାନସର ସହ ସଂଘର୍ଷ ଜାରି ରଖିଛନ୍ତି ବଲିଉଡ ସୁନ୍ଦରୀ ସୋନାଲି : ଚିକିତ୍ସା ପାଇଁ ବଦଳାଇଲେ ଲୁକ୍, ସର୍ଟ ହେୟାର…

କିଛି ଦିନର ବ୍ୟବଧାନ ପରେ ନିଜର ଏକ ଇମୋସନାଲ ଭିଡିଓକୁ ସେୟାର କରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ନିଜ ଚୁଟି କାଟୁଥିବା ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୋନାଲି । ଏହି ଭିଡିଓରେ ନିଜ ଛୋଟ ଚୁଟିକୁ ଦେଖି ଖୁସି ନଜର ଆସୁଥିବା ବେଳେ ଏହି କଟିଂ ତାଙ୍କୁ ଗ୍ଲାମରସ ଲୁକ୍…

ବାଘଙ୍କ ଉପରେ ନଜର ରଖିବେ କୁଙ୍କି ହାତୀ : ସାତକୋଶିଆର ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଜଗିବେ ହାତୀ ମହେନ୍ଦ୍ର ଓ…

କନକ ବ୍ୟୁରୋ : ବାଘକୁ ଜଗିବ କୁଙ୍କି ହାତୀ । ସାତକୋଶିଆର ନୂଆ ଅତିଥି ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଜଗିବେ ହାତୀ ମହେନ୍ଦ୍ର ଓ ରାଜକୁମାର । ଜଙ୍ଗଲ ଭିତରେ କିପରି ପରିବେଶ ସହିତ ଖାପ ଖୁଆଇ ଏହି ବାଘ ଓ ବାଘୁଣୀ ଚଳୁଛନ୍ତି ତା ଉପରେ ବନ ବିଭାଗ ଏହି ଦୁଇ କୁଙ୍କି ହାତୀଙ୍କ ମାଧ୍ୟମରେ…

ନିଜ ମନ୍ତ୍ରାଳୟ କଥା ବୁଝିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ! ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ, ଅହଂକାରରୁ ରୁହନ୍ତୁ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଭର୍ସନା କରିବା ପରେ ଏବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି । ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବରଦସ୍ତ ଆକ୍ରମଣ କରିଛି ବିଜେଡି । ଦଳର ମୁଖପାତ୍ର…

ପାକିସ୍ତାନୀ ଷଡଯନ୍ତ୍ରର ପର୍ଦ୍ଦାଫାଶ : ଜମ୍ମୁକଶ୍ମୀର ମାନବାଧିକାର ଉଲ୍ଲଙ୍ଘନ କରୁଛି ବୋଲି ମିଳିତ ଜାତିସଂଘରେ…

କନକ ବ୍ୟୁରୋ : ଜମ୍ମୁକଶ୍ମୀରକୁ ନେଇ ମିଳିତ ଜାତିସଂଘ ଦେଇଥିବା ରିପୋର୍ଟକଭ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏବେ ଏହି ରିପୋର୍ଟ ସମ୍ପର୍କିତ ଆଉ ଏକ ତଥ୍ୟ ପଦାକୁ ଆସିଛି । ଏପରି ରିପୋର୍ଟ ପ୍ରକାଶ କରିବା ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । କାନାଡାରେ ରହୁଥିବା ପାକିସ୍ତାନୀ…

ଗାଁକୁ ସଫା କରିବାର ଅଜବ ଇଚ୍ଛା । ଚାକିରି ଛାଡିଲେ, ଟାହିଟାପରାକୁ ଖାତିରି ନକରି ଗଳି ରୁ ଗଳି ବୁଲି ଆଣିଲେ ସ୍ୱଚ୍ଛତା ।

 ଛତିଶଗଡର ବିଳାସପୁର ସ୍ଥିତ ନଗର ପଞ୍ଚାୟତ ନିବାସୀ ସନ୍ଧ୍ୟା ବଗା କମର୍ସରେ ଗ୍ରାଜୁଏଟ ପାସ କରିଛନ୍ତି । କିନ୍ତୁ ସନ୍ଧ୍ୟା ଚାକିରି ନକରି ପରିବେଶକୁ କିଭଳି ଭାବରେ ସ୍ୱଚ୍ଛ ରଖିବେ ସେନେଇ ନିଜ କାମରେ ଜୁଟିଯାଇଛନ୍ତି । ସନ୍ଧ୍ୟା ଚାହିଁଥିଲେ ଭଲ ଚାକିରିଟିଏ କରିପାରିଥାନ୍ତେ । କିନ୍ତୁ…

ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ଲାଗିବ ଲଗାମ : ମୁଖ୍ୟମନ୍ତ୍ରୀ ନେଲେ ବଡ ନିଷ୍ପତ୍ତି, ସଂପୂର୍ଣ୍ଣ ନିଷିଦ୍ଧ ହେବ…

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ୍ ଉପରେ ଲାଗିବ ବ୍ୟାନ୍ । ଅକ୍ଟୋବର ୨, ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଅଭିଯାନ ଆରମ୍ଭ ହେବ । ଦୁଇ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…