Daily Archives

July 5, 2018

ସବୁ ଠିକ ଥିଲା, ଅଚାନକ ନଦୀର ରଙ୍ଗ ହୋଇଗଲା ଲାଲ ! ଆଉ ତାପରେ…

ଚୀନର ୟିବିନ ସିଟିରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଗତ ଶୁକ୍ରବାର ଚୀନର ଏକ ନଦୀର ପାଣି ଅଚାନକ ଲାଲ ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚକିତ ହୋଇଯାଇଥିଲେ । ଏବଂ ନଦୀର ରଙ୍ଗ କିପରି ହଟାତ ପରିବର୍ତ୍ତନ ହୋଇଗଲା ସେନେଇ ସ୍ଥାନୀୟ ଲୋକେ ଅଧିକାରୀଙ୍କୁ ପ୍ରଶ୍ନ…

ରିଜର୍ଭ ବ୍ୟାଙ୍କର ଏହି କଥା ନ ମାନିଲେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ! ଜାଣନ୍ତୁ ପୂରା ଘଟଣା

ଏବେ ଇଣ୍ଟରନେଟ ଯେଉଁଭଳି ଦ୍ରୁତ ଗତିରେ ଘରେ ଘରେ ପହଞ୍ଚୁଛି ଠିକ୍ ସେହି ପରିମାଣରେ ଠକେଇ ମଧ୍ୟ ବୃଦ୍ଧି ପାଉଛି । କ୍ଷଣିକରେ ଠକେଇର ଶିକାର ହେଉଥିବା ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ସଫା ହୋଇ ଯାଉଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସଚେତନତାମୂଳକ ଅଭିଯାନ…

୨୫ ମିଲିୟନ ଫଲୋଅର୍ସ ସହିତ ସମସ୍ତଙ୍କୁ ପଛରେ ପକାଇଲେ ଦେଶୀ ଗର୍ଲ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ବି ଅଛନ୍ତି ଆଗରେ

ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଦୁନିଆର ସବୁଠାରୁ ହଟ୍ ମହିଳାଙ୍କ ନାଁରେ ସାମିଲ ହୋଇଛି । ଏହାଦ୍ୱାରା ପ୍ରିୟଙ୍କାଙ୍କ ନାଁ ଆଉ ଏକ ନୂଆ ଲିଷ୍ଟରେ ସାମିଲ ହୋଇଛି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ପ୍ରିୟଙ୍କା ଏବେ ଭାରତର ପ୍ରଥମ ମହିଳା ହୋଇଛନ୍ତି ଯାହାଙ୍କର ଇନଷ୍ଟାଗ୍ରାମରେ ଫଲୋଅର୍ସ…

କେବେ ମାରୁଥିଲେ ସାଇକେଲ ପଙ୍କଚର୍, ଏବେ IAS ଅଫିସର । ପଢନ୍ତୁ ଆଇଏଏସ ଅଫିସର ବରୁଣଙ୍କ ସଂର୍ଘଷମୟ କାହାଣୀ

ଜୀବନରେ ସଫଳ ହେବାକୁ ହେଲେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ । ସହଜରେ କୌଣସି ସଫଳତା ମିଳେ ନାହିଁ ବରଂ ସଫଳତା ପାଇବାକୁ ହେଲେ ମନରେ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବା ଆବଶ୍ୟକ । ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସୁ ନା କାହିଁକି ଯଦି ମନରେ ଦୃଢ ଆତ୍ମବିଶ୍ୱାସ ଥିବ ତେବେ ସଫଳତା…

ରାଜକନିକାର କରୁଣ କାହାଣୀ : ଖେଳକୁଦରେ ସମୟ ବିତାଇବା ବୟସରେ କ୍ୟାନସର ସହ ଲଢ଼େଇ କରୁଛନ୍ତି ପ୍ରଶାନ୍ତ

କନକ ବ୍ୟୁରୋ : ରାଜକନିକାର କରୁଣ କାହାଣୀ । ଖେଳକୁଦରେ ସମୟ ବିତାଇବା ବୟସରେ ପ୍ରଶାନ୍ତଙ୍କୁ ଲଢ଼ିବାକୁ ପଡୁଛି କ୍ୟାନସରର ଲଢ଼େଇ । ବହୁ କଷ୍ଟରେ ମାଟ୍ରିକ ପାସ କରିବା ପରେ ଏବେ ଚିକିତ୍ସା ପାଇଁ ଟଙ୍କା ନାହିଁ ପରିବାର ପାଖରେ । ପାଠପଢ଼ାରେ ଡୋରି ଲାଗିଥିବା ବେଳେ ଏବେ କେବଳ ସରକାରୀ ସାହାଯ୍ୟକୁ…

ଶୃଙ୍ଖଳିତ ହେବ ରଥଯାତ୍ରା : ଦୁର୍ଘଟଣା ଏଡାଇବା ପାଇଁ ରଥଯାତ୍ରା ପୂର୍ବରୁ କେନ୍ଦ୍ରାଞ୍ଚଳ ଆରଡିସି କଲେ ମକଡ୍ରିଲ

କନକ ବ୍ୟୁରୋ : ଚଳିତ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରିହେବ ସେନେଇ କେନ୍ଦ୍ରାଞ୍ଚଳ ଆରଡିସି ଡି.ଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ହୋଇଛି ଏସଓପି ବୈଠକ । ବିଶେଷ କରି ରଥଯାତ୍ରାରେ ଯଦି କୌଣସି କାରଣରୁ ଦୁର୍ଘଟଣା ହୁଏ, ତେବେ କିଭଳି ଘଟଣା ସ୍ଥଳରେ ଏନଡିଆରଏଫ, ଓଡ୍ରାଫ, ଡାକ୍ତରୀଦଳ ସହ…