Daily Archives

July 4, 2018

ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ ।

ଭାରତୀୟ ରେଳବାଇ ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସାଉଥ ସେଣ୍ଟ୍ରାଲ ରେଲୱେ ପରେ ସେଣ୍ଟ୍ରାଲ ରେଲୱେ ମଧ୍ୟ ଅନେକ ପଦରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରିଛି । ଯେଉଁଥିରେ ଅପରେଟିଭସ୍ ପଦରେ ଆଶାୟୀ ମାନଙ୍କର ଚୟନ କରାଯିବ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ…

ଠପ୍ ହେଲା ଅମରନାଥ ଯାତ୍ରା : ଭାରି ବର୍ଷା ଓ ଭୁସ୍ଖଳନରେ ପ୍ରାଣ ହରାଇଥିବା ୫ଜଣଙ୍କୁ ମଧ୍ୟରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର,…

କନକ ବ୍ୟୁରୋ : ପୁଣି ଅମରନାଥ ଯାତ୍ରାରେ ବାଧକ ସାଜିଲା ପ୍ରବଳ ବର୍ଷା । ଭୂସ୍ଖଳନ ଯୋଗୁଁ ପବିତ୍ର ଅମରନାଥ ଯାତ୍ରା ଉପରେ ପୁଣି ଥରେ ରୋକ ଲାଗିଛି । ବର୍ଷାରେ ଜମ୍ମୁର ପହଲଗାମ ଓ ବାଲଟାଲ ରାସ୍ତାରେ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ ଅମରନାଥ ଯାତ୍ରା ବନ୍ଦ ରହିଛି । ସେପଟେ ଏହି ଭୂସ୍ଖଳନ ଯୋଗୁ…

କୃଷିର ବଜାରୀକରଣ ପାଇଁ ଉଦ୍ୟମ : ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ସହ ଯୋଡିବାକୁ ଚିିଠି ଲେଖିଲେ…

କନକ ବ୍ୟୁରୋ : ରାଜ୍ୟର ସମସ୍ତ ୬୬ଟି ଆରଏମସିକୁ ଇ ନାମ-ଫ୍ଲାଟଫର୍ମ ସହ ଯୋଡିବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ରାଜ୍ୟର ଅଧିକାଂଶ ଆରଏମସିରେ ଆବଶ୍ୟକୀୟ ସୁବିଧା ଓ…

୮ଟି ଦେଶରେ ବ୍ୟାପିଛି ମୋବାଇଲ ବ୍ୟବହାର କରିବାର ରୋଗ । ସର୍ଭେରୁ ମିଳିଲା ସାଂଘାତିକ ତଥ୍ୟ ।

ଆଜିକାଲି ମୋବାଇଲ ଫୋନ ମାନବ ଜୀବନର ଏକ ବଡ ଅଂଶ ପାଲଟିଛି । ବହୁ ଲୋକ ଏପରି ଅଛନ୍ତି ଯେଉଁମାନେ ମୋବାଇଲ ସହ ଦିନରାତି ଲାଗି ରହୁଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ମୋବାଇ ବିନା ବଞ୍ଚିବା ଅସମ୍ଭବ ହୋଇପଡିଛି । କିନ୍ତୁ ଏବେ ମୋବାଇଲକୁ ନେଇ ଏପରି ସଂଘାତିକ ଘଟଣା ସାମ୍ନାକୁ ଆସୁଛି ଯାହା…

ବୁଲେଟ୍ ଟ୍ରେନକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ ! କହିଲେ କଂଗ୍ରେସ ଶାସନ କାଳରେ ହିଁ ବୁଲେଟ ଟ୍ରେନ୍ ଚଳାଚଳ ହେବ…

କେବଳ କଂଗ୍ରେସ ଶାସନ କାଳରେ ହିଁ ଦେଶରେ ବୁଲେଟ୍ ଟ୍ରେନ ଚଳାଚଳ କରିବା ସମ୍ଭବ ହୋଇପାରିବ । ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଜୋର ଧରିଛି ରାଜନୀତି । ରାହୁଲ କହିଛନ୍ତି, ଗୁଜୁରାଟର…