Monthly Archives

June 2018

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ଜୀବନ ! ଡଙ୍ଗାରୁ ବାଲି କାଢ଼ୁଥିବା ବେଳେ ରାଜନଗରର କୈଳାସ ସେଠୀଙ୍କ ଜଂଘକୁ କାମୁଡ଼ି…

କନକ ବ୍ୟୁରୋ : ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ । ଡଙ୍ଗାରୁ ବାଲି କାଢ଼ୁଥିବା ବେଳେ ହଠାତ୍ ଜଂଘକୁ କାମୁଡ଼ି ଧରିଥିଲା କୁମ୍ଭୀର, ତେବେ ଅନ୍ୟଜଣେ ଲୋକ ପଥରରେ ଆକ୍ରମଣ କରିବାରୁ ଛାଡ଼ି ଦେଇଥିଲା କୁମ୍ଭୀର । କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଏଭଳି ଏକ ଘଟଣା । ତେବେ ରାଜନଗରେ ବାରମ୍ବାର…

ଟିମ୍ ଇଣ୍ଡିଆକୁ ବଡ ଝଟକା ! ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେନି ବୁମରା ।

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଗାମୀ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଖେଳିବେ ନାହିଁ । ବୁମରାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଏକାଦଶରୁ ବାହାର ହୋଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ…

ଅର୍ନ୍ତଜାତୀୟ ମଂଚରେ ଏକଘରିକିଆ ପାକ୍ ! ଟେରର ଫଣ୍ଡିଂ ନେଇ ଏଫଏଟିଏଫ୍ ଗ୍ରେ ତାଲିକା ଭୁକ୍ତ କରିବା ପଦକ୍ଷେପକୁ ଭାରତ ଓ…

ଆତଙ୍କବାଦ ବିରୋଧରେ ଫଣ୍ଡିଂ ରୋକିବାରେ ବିଫଳ ହେବା ପରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଭାରତ ଓ ଆମେରିକା । ଫିନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫ୍ଏଟିଏଫ୍ ଏହି ପଦକ୍ଷେପ ନେଇଛି । ସେପଟେ ପାକିସ୍ତାନ ସପକ୍ଷରେ ବାହାରିଛି ଚୀନ୍ ।…

ମଧ୍ୟପ୍ରଦେଶର ଆଉ ଏକ ନିର୍ଭୟା ! ମନ୍ଦସୋରରେ ୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର, ପୁଲିସ କବଜାରେ…

ମଧ୍ୟପ୍ରଦେଶରେ ଆଉ ଏକ ନିର୍ଭୟା କାଣ୍ଡ । ଏହି ଖବର ଦେଶବ୍ୟାପି ଆଲୋଡନ ସୃ୍ଷ୍ଟି କରିଛି । ନିମଚ୍ ଜିଲ୍ଲା ଅନ୍ତର୍ଗତ ମନ୍ଦସୋରରେ ଜଣେ ୮ବର୍ଷର ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର କରାଯାଇଛି । ନାବାଳିକାଙ୍କ ତଂଟିଚିପି କାଟି ଓ ଗୁପ୍ତାଙ୍ଗରେ କାଠ ପୁରାଇ ହତ୍ୟା…

ସଂଜୟ ଦତ୍ତଙ୍କ ଓଡିଶା ଲିଙ୍କ୍ : କେସରୁ ଖସିବା ପାଇଁ ୧୯୯୬ରେ ପୁରୀ ବିମଳା ମନ୍ଦିରରେ ଚଣ୍ଡିପାଠ ଓ ଜଗନ୍ନାଥଙ୍କ ପାଖରେ…

କନକ ବ୍ୟୁରୋ : ସଂଜୟ ଦତଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ଫିଲ୍ମ ‘ସଂଜୁ’କୁ ନେଇ ଯେତେବେଳେ ସାରା ଦେଶରେ ଚର୍ଚ୍ଚା ଚାଲିଛି, ଠିକ୍ ସେତିକିବେଳେ ଆସିଛି ଆଉ ଏକ ନୂଆ ତଥା ରୋଚକ କାହାଣୀ । ସଂଜୟ ଦତ୍ତଙ୍କ ଓଡ଼ିଶା କନେକ୍ସନର କାହାଣୀ । ବାପା ସୁନୀଲ ଦତ୍ତଙ୍କ ଜଗନ୍ନାଥ ଉପାସନାର କଥା । କାହାଣୀ…