ଡିସେମ୍ବର ମାସଟି ଆପଣଙ୍କ ଜୀବନରେ ଆଣିବାକୁ ଯାଉଛି ବଡ ପରିବର୍ତ୍ତନ : ଜାଣନ୍ତୁ କେଉଁ ସବୁ ନିୟମ ପରିବର୍ତ୍ତନ ହେବ ?

232

କନକ ବ୍ୟୁରୋ : ଡିସେମ୍ବର ମାସଟି ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ନିତିଦିନିଆ ଜୀବନରେ ପଡିବ । ଜାଣନ୍ତୁ କ’ଣ ସବୁ ନିୟମ ପରିବର୍ତ୍ତନ ହେବ ?

– ମହଙ୍ଗା ହେବ ଏସବିଆଇ କ୍ରେଡିଟ୍ କାର୍ଡ
– ଏସବିଆଇ କ୍ରେଡିଟ୍ କାର୍ଡରେ ଇଏମଆଇରେ କିଣାକିଣି କରିବା ମହଙ୍ଗା ହେବ 
– ଏପର୍ଯ୍ୟନ୍ତ ଏସବିଆଇ କେବଳ ସୁଧ ନେଉଥିଲା
– କିନ୍ତୁ ଏଣିକି ଇଏମଆଇରେ କିଣାକିଣି କଲେ ପ୍ରୋସେସିଙ୍ଗ ଫି ଦେବାକୁ ହେବ 
– ୟୁଏଏନ୍-ଆଧାର ଲିଙ୍କ୍ ହୋଇନଥିଲେ ଅସୁବିଧା
– ୟୁଏଏନ୍ ସହ ଆଧାର ଲିଙ୍କ ସମୟସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇଥିଲା ଇପିଏଫଓ
– ଯେଉଁମାନେ ସମୟ ଅବଧି ଭିତରେ ୟୁଏନ୍-ଆଧାର ଲିଙ୍କ୍ କରାଇନାହାନ୍ତି, ତାହେଲେ ପିଏଫ ଜମା ହୋଇପାରିବ ନାହିଁ