କନକ ବ୍ୟୁରୋ : ରାଜ୍ୟରେ ଆଜି ୧୪୪୭ ଜଣ କରୋନା ଭାଇରସ୍ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୩ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୧୭୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Another 1447 Covid patients have recovered and are being discharged on 13.01.2022
453 from Sundargarh
218 from Khordha
190 from Cuttack
125 from Sambalpur
98 from Jharsuguda
49 from Keonjhar
45 from Koraput
42 from Mayurbhanj
30 from Puri
29 from Baleswar
21 from Anugul— H & FW Dept Odisha (@HFWOdisha) January 13, 2022
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୯୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରୁ ୧୨୫, ଝାରସୁଗୁଡ଼ାରୁ ୯୮, କେନ୍ଦୁଝରରୁ ୪୯, କୋରାପୁଟରୁ ୪୫, ମୟୂରଭଂଜରୁ ୪୨, ପୁରୀରୁ ୩୦, ବାଲେଶ୍ୱରରୁ ୨୯, ଅନୁଗୁଳରୁ ୨୧, ଦେବଗଡ଼, ନବରଂଗପୁରରୁ ୧୫-୧୫, ଗଜପତିରୁ ୯, ଢେଙ୍କାନାଳ, ଜଗତସିଂହପୁରରୁ ୮-୮, ଯାଜପୁରରୁ ୭, ନୟାଗଡ଼ରୁ ୬, ବରଗଡ଼ରୁ ୫, କେନ୍ଦ୍ରାପଡ଼ାରୁ ୩, ସୁବର୍ଣ୍ଣପୁରରୁ ୨ ଓ ରାଜ୍ୟପୁଲରୁ ୬୧ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
15 from Deogarh
15 from Nabarangpur
9 from Gajapati
8 from Dhenkanal
8 from Ganjam
8 from Jagatsinghpur
7 from Jajapur
6 from Nayagarh
5 from Bargarh
3 from Kendrapara
2 from Sonepur
61 from State PoolThe total recovered cases of Odisha now stand at 1050179
— H & FW Dept Odisha (@HFWOdisha) January 13, 2022
ରାଜ୍ୟରେ ଆଜି ୧୦,୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୨୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/1585367442_yC03Ww_Self_care_during_Corona.jpg)