ଏପ୍ରିଲ ୨୬ରେ ମାଲକାନଗିରି ଓ ନୁଆପଡାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ! ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘୋଷଣା କଲେ ରାଜ୍ୟ ନିର୍ବାଚନ ଆୟୋଗ

20

କନକ ବ୍ୟୁରୋ : ଏପ୍ରିଲ ୨୬ରେ ହ୍ରେବ ମାଲକାନଗିରି ଓ ନୁଆପଡାରେ ହେବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ମେ ୬ ତାରିଖରେ ହେବ ଉପାଧ୍ୟକ୍ଷ ନିର୍ବାଚନ । ଜିଲ୍ଳା ପରିଷଦ ସଂଶୋଧନ ଆଇନକୁ ହାଇକୋର୍ଟ ରଦ୍ଦ କରିବା ପରେ ପୂର୍ବ ପ୍ରଚଳତି ନିର୍ବାଚନ ହେବ । ରାଜ୍ୟ ନିର୍ବାଚନ ଆୟୋଗ ରବୀନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-