ଭୁବନେଶ୍ୱର ବରମୁଣ୍ଡା ପଡିଆଠାରେ ସୋସିଆଲ ମିଡିଆର ପ୍ରଭାବ : ୩୦୦୦ରୁ ଅଧିକ ଯୁବକଙ୍କ ସମାବେଶ

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବରମୁଣ୍ଡା ପଡିଆଠାରେ ସୋସିଆଲ ମିଡିଆର ପ୍ରଭାବ । ୩୦୦୦ ରୁ ଆଧିକ ଯୁବକଙ୍କ ସମାବେଶ । ସମାବେଶରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଯୁବ ସମାଜକୁ ଆହ୍ୱାନ ଦେଇ କହିଛନ୍ତି ସୋସିଆଲ ମିଡିଆ ମାଧ୍ୟମରେ ସମାଜର ପରିବର୍ତନ ଆଣ । ଏହା ଓଡିଶା ଆଗେଇବାରେ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ନେବ ।