ଅସ୍ତରଙ୍ଗରେ ଦେଖିବାକୁ ମିଳିଛନ୍ତି ଘରଚଟିଆ ପକ୍ଷୀ ! ଲୋକେ ସୁରକ୍ଷା ଦେବା ସହ ନେଇଛନ୍ତି ସେଲଫି

159

କନକ ବ୍ୟୁରୋ : ଘର ଅଗଣାରେ ପୁଣି ଘରଚଟିଆର କିଚିରିମିଚିରି । ଦିନ ଥିଲା ଏହି ଘରଚଟିଆର କିଚିରିମିଚିରି ଶବ୍ଦ ଲୋକଙ୍କୁ ଆନନ୍ଦ ଦେଉଥିଲା, ଆକର୍ଷିତ କରୁଥିଲା । ହେଲେ ୧୯୯୯ମହାବାତ୍ୟା ପରେ ଏହି ପକ୍ଷୀ ବିଲୁପ୍ତ ପ୍ରାୟ ହୋଇଯାଇଛି । ଏବେ ହଠାତ୍ ଅସ୍ତରଙ୍ଗରେ ଦେଖିବାକୁ ମିଳିଛନ୍ତି ଏହି ବିରଳ ପକ୍ଷୀ । ଧୂଳିବର୍ଣ୍ଣର ଏହି ଛୋଟ ପକ୍ଷୀ ଦେଖିବାକୁ ମିଳିବା ପରେ ଲୋକେ ତାଙ୍କୁ ସୁରକ୍ଷା ଦେବା ସହ ସେଲଫି ନେଇଛନ୍ତି  । ଦେଖନ୍ତୁ ଏହି ଭିଡିଓ –