ସିଡିଏ ଜମି ଦୁର୍ନୀତି ମାମଲା ! ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପତ୍ନୀଙ୍କ ସମ୍ପୃକ୍ତ ନେଇ ଯୁବ କଂଗ୍ରେସର ବିକ୍ଷୋଭ

30

କନକ ବ୍ୟୁରୋ: ସିଡିଏ ଜମି ଦୁର୍ନୀତି ମାମଲାକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ । ଜମି ଦୁର୍ନୀତିରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପତ୍ନୀଙ୍କ ସମ୍ପୃକ୍ତ ଅଭିଯୋଗ ଆସିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ମନ୍ତ୍ରୀଙ୍କ ଇସ୍ତଫା ଦାବି ମାଷ୍ଟର କ୍ୟାଂଟିନରେ ପ୍ରତାପ ଜେନାଙ୍କୁ କୁଶପୁତ୍ତଳିକା ଦାହ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଏହି ଘଟଣାରେ ୨୦ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି କମିସନରେଟ୍ ପୁଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –