ଓସ୍କାର ଚିଟଫଣ୍ଡ ଲିଙ୍କ୍ ପ୍ରସଙ୍ଗରେ ଓଲିଉଡ୍ ଫିଲ୍ମକୁ ଯୁବ କଂଗ୍ରେସର ବିରୋଧ

51

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସହ କଳାକାରଙ୍କ ଲିଙ୍କ ପ୍ରସଙ୍ଗରେ ପ୍ରତିବାଦ କରିଛି ଯୁବ କଂଗ୍ରେସ । ରାଜଧାନୀର ବିଭିନ୍ନ ହଲରେ ଚାଲିଥିବା ଓଲିଉଡ୍ ଫିଲ୍ମକୁ ବିରୋଧ ପ୍ରଦର୍ଶନ କରାଯାଇଛି । ଶ୍ରୀୟା, ସ୍ୱାତୀ କମ୍ପ୍ଲେକ୍ସ ସମେତ ଆଇନକ୍ସରେ ଯୁବ କଂଗ୍ରେସ କରିଛି ବିରୋଧ । ଅଭିନେତା ଅନୁଭବ, ବାବୁସାନ୍ ଓ ପପୁ ପମପମ ବିରୋଧୀ ନାରା ଦେଇଛନ୍ତି ଯୁବ କଂଗ୍ରେସ କର୍ମୀ ।