ରାଜଧାନୀ ପୁସ୍ତକ ମେଳା ମଂଚରେ ଅନୁଷ୍ଠିତ ହେଲା ଯୁବ କବି ସମ୍ମିଳନୀ

71

କନକ ବ୍ୟୁରୋ : ରାଜଧାନୀ ପୁସ୍ତକ ମେଳା ମଂଚରେ ଯୁବ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଆ ଉପଦେଷ୍ଟା ମଣ୍ଡଳୀ ସାହିତ୍ୟ ଅକାଦେମୀର ଆବାହକଙ୍କ ସହ ବହୁ ଯୁବକବି ଯୋଗ ଦେଇ କବିତା ପାଠ କରିଥିଲେ । ସେଥି ମଧ୍ୟରୁ ପ୍ରଣବ ପ୍ରକାଶ ନାୟକଙ୍କ କବିତା ‘ବକଳ’ ଖୁବ୍ ପ୍ରଶଂସା ଲାଭ କରିବା ସହ ଉପସ୍ଥିତ କବିତା ପ୍ରେମୀମାନଙ୍କ ମନ ମୋହି ପାରିଥିଲା ।

ଦେଖନ୍ତୁ ଏହି ଭିଡିଓ :