ରିଲିଜ୍ ହୋଇଛି ରୋମାଂଟିକ୍ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ୍’ର ଫାଷ୍ଟ ଲୁକ୍

38

ଆଉଟ୍ ହୋଇଛି ରୋମାଂଟିକ୍ ଫିଲ୍ମ  ‘ଏ ଦିଲ୍ ହେ ମୁସକିଲ୍’ ଫାଷ୍ଟ ଲୁକ୍ । ପୋଷ୍ଟରରେ ସ୍ଥାନ ପାଇଛି ରଣବୀର କପୁରଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅନୁଷ୍କା ଶର୍ମାଙ୍କ ଫଟୋ । କରନ ଜୋହରଙ୍କ ନିର୍ଦେଶିତ ଏହି ଫିଲ୍ମର ଅନ୍ୟ ମୁଖ୍ୟ ଭୁମିକାରେ ଅଛନ୍ତି ଫୱାଦ୍ ଖାନ୍ । ତେବେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ନେଇ ପୂର୍ବରୁ ଏନେକ ଚର୍ଚ୍ଚା ସାଉଂଟି ସାରିଛି ଏହି  ଫିଲ୍ମ । ଫିଲ୍ମଟି ଆସନ୍ତା ଅକ୍ଟୋବର ୨୮ରେ ଆସିବ ସିଲଭର୍ ସ୍କ୍ରିନକୁ  ।