ଏଭଳି ଅସ୍ୱାସ୍ଥ୍ୟକର ଅଭ୍ୟାସ ଠାରୁ ରୁହନ୍ତୁ ଦୂରେଇ, ନଚେତ୍ ବଢ଼ିପାରେ କୋଲେଷ୍ଟ୍ରଲ୍

87

ଖାଦ୍ୟ ପ୍ରସ୍ତୁତି ବେଳେ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ଆଶଙ୍କା ରହିଛି । ରାତିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ । ତେଣୁ ଯାହା ବି ଖାଇବେ, ହଜମ ଯେମିତି ହୋଇପାରିବ ସେଥିପ୍ରତି ଧ୍ୟାନ ରହିବା ଦରକାର । ଖାଦ୍ୟ ଗ୍ରହଣ କରିସାରିଲା ପରେ ଶୋଇବା ନିହାତି ଦରକାର ।

ଅସ୍ୱାସ୍ଥ୍ୟକର ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଯେମିତ ଡ୍ରିଙ୍କିଙ୍ଗ୍ , ସ୍ମୋକିଙ୍ଗ୍ ଓ ଡ୍ରଗ୍ସ ଇତ୍ୟାଦି । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ଆଶଙ୍କା ରହିଛି । ଏସବୁ ନେଲେ ଖରାପ ପ୍ରଭାବ ପକେଇଥାଏ । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ଆଶଙ୍କା ରହିଛି । ଆପଣ ଯଦି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଆପଣଙ୍କୁ କେତେକ ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟସ ମଧ୍ୟ ଖାଇପାରିବା ।