ଯୋଗ ଦିବସ ପାଳନ କଲାନି ବିଜେଡି : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅନ୍ତର୍ଜାତୀୟ ଯୋଗ ଦିବସକୁ ନେଇ ବିଜେଡି ସମାଲୋଚନାର ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ବିଶ୍ୱ ଯୋଗକୁ ଆପଣେଇ ନେଇଥିବା ବେଳେ ରାଜ୍ୟ ସରକାର ପାଳନ ନକରିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ସରକାରୀ ସ୍ତରରେ ଯୋଗ ଦିବସ ପାଳନ କରିବା ବାଧ୍ୟତାମୂଳକ ନୁହେଁ ବୋଲି ବିଜେଡି କହିଥିଲା ।