ଅଦ୍ଭୂତ ଆଶ୍ଚର୍ଯ୍ୟ ନାରୀଲତା : ୨୦ ବର୍ଷରେ ଥରେ ମହିଳା ରୂପରେ ଫୁଟେ ଫୁଲ

796

narilata-2ପ୍ରକୃତିର କି ଅଦ୍ଭୂତ କରିସ୍ମା । କେବେ ଆପଣ ଦେଖିଛନ୍ତି ଏମିତି ଫୁଲ ଗଛ । ଯେଉଁ ଗଛର ଫୁଲ ଦେଖିବାକୁ ମହିଳା ଶରୀର ଭଳି । ମହିଳାର ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ହେଉଛି ନାରୀଲତା ଫୁଲ । ପ୍ରତି ୨୦ ବର୍ଷ ଅନ୍ତରରେ ଏହା ଥରେ ଫୁଟିଥାଏ । ହିମାଳୟର ପାର୍ବତ୍ୟାଂଚଳରେ ଏହି ଫୁଲକୁ ଦେଖିବାକୁ ମିଳିଥାଏ । ଏହି ଫୁଲକୁ ନେଇ ସୋସିଆଲ ମିଡିଆ , ବିଭିନ୍ନ ୱେବ ସାଇଟରେ ଭାଇରାଲ ।

maxresdefaultଏହାକୁ ଦେଖିବା ଖୁବ୍ ମଜାଦାର । ତାଠାରୁ ବେଶୀ ଆଶ୍ଚର୍ଯ୍ୟକର । ଏମିତି ମହିଳା ଶରୀର ଆକୃତିର ଫୁଲ ଫୁଟୁଛି । ପୁଣି ଆମ ଭାରତରେ ।
ଦେଖନ୍ତୁ ଏହି ଭିଡିଓରେ ଏହି ନାରୀଲତା ଫୁଲକୁ –