ମହିଳାଙ୍କୁ ମାଡ : ଅସୁରକ୍ଷିତ ନାରୀ

30

କନକ ବ୍ୟୁରୋ : ସରକାର କହୁଛନ୍ତି ସମାଜରେ ନାରୀ ସୁରକ୍ଷିତ । ହେଲେ କନକ ନ୍ୟୁଜ୍ ହାତରେ ଲାଗିଛି ଏଭଳି ଦୁଇଟି ଚିତ୍ର ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ । ଦେଖନ୍ତୁ ଏହି ରିପୋର୍ଟ ।