ମହିଳାଙ୍କୁ ଅସଦାଚରଣ ନେଇ ବିଧାନସଭାରେ ତମ୍ବିତୋଫାନ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

29

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଅସଦାଚରଣ ନେଇ ବିଧାନସଭାରେ ତମ୍ବିତୋଫାନ ଦେଖାଦେଇଛି । ଗୃହ ଓ ସାଧାରଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା କାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଚିଟଫଣ୍ଡ ଜମାକାରୀଙ୍କୁ ନ୍ୟାୟ ପ୍ରଦାନଠାରୁ ଆରମ୍ଭ କରି ଲୋକପାଳ ନିଯୁକ୍ତି ନ ହେବା ଏଭଳି ସବୁ ଅଭିଯୋଗ ଆଣିଥିଲେ ନରସିଂହ । ଏହାକୁ ଚ୍ୟାଲେଂଜ କରି ଶାସକ ଦଳର ବିଧାୟକମାନେ ବି ସରକାରଙ୍କ ଭଲ କାମର ହିସାବ ଦେଇଥିଲେ ।