ମଦ ବିରୋଧୀ ଆନ୍ଦୋଳନ : ବଲାଙ୍ଗୀର ଷ୍ଟେସନ ରୋଡ଼ରେ ମଦ ଦୋକାନ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

24

କନକ ବ୍ୟୁରୋ : ମଦ ବିରୋଧୀ ଆନ୍ଦୋଳନ । ବଲାଙ୍ଗୀର ଷ୍ଟେସନ ରୋଡ଼ରେ ଥିବା ମଦ ଦୋକାନ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକେ । ଉତ୍ୟକ୍ତ ଲୋକେ ଜିଲ୍ଲାପାଳ ଓ ଅବକାରୀ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି । ମଦ ଦୋକାନ ବନ୍ଦ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –