ସ୍ତ୍ରୀ ନା ବିଷକନ୍ୟା ! ଚଉଠି ରାତିରେ ସ୍ୱାମୀକୁ ଦେଲେ ବିଷ ଇଂଜେକ୍ସନ୍

98

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଚଉଠି ରାତିରେ ଉଠିଲା ସ୍ୱାମୀର କୋକେA। ବିଷ ଇଂଜେକ୍ସନ ଦେଇ ହତ୍ୟା କଲେ ସ୍ତ୍ରୀ। ପ୍ରେମିକ ସହ ମିଶି ହତ୍ୟା କଲେ ନବବିବାହିତା। କୋଲ୍ଡ୍ରିଙ୍କସରେ ନିଶା ବଟିକା ଦେବା ପରେ ବିଷ ଇଂଜେକ୍ସନ ଦେଇ ଜୀବନରୁ ମାରିଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାଳବିହାରପୁର ଗାଁରେ।