ମୋହନା ଜନତାଙ୍କ ମନ ମୋହିବ କିଏ ? କାହାକୁ ବିଧାୟକ ବାଛିବେ ଭୋଟର୍ ?

35

କନକ ବ୍ୟୁରୋ : ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ମୋହନା ବିଧାନସଭା ଆସନ । ଉଦୟଗିରି, ନୂଆଗଡ ଏବଂ ରାୟଗଡା ବ୍ଳକକୁ ନେଇ ମୋହନା ନିର୍ବାଚନ ମଣ୍ଡଳୀ ଗଠିତ । ମୋହନା, ରାୟଗଡା, ନୂଆଗଡ ବିଜେଡି ହାତରେ ଥିବାବେଳେ ଉଦୟଗିରି କଂଗ୍ରେସ ହାତରେ ରହିଛି ।

୨୦୧୯ର ଲଢେଇ
ବିଜେଡି : ପୂର୍ଣ୍ଣବାସୀ ନାୟକ
କଂଗ୍ରେସ : ଦାଶରଥି ଗମାଙ୍ଗ
ବିଜେପି : ପ୍ରଶାନ୍ତ ମଲ୍ଲିକ

ବିଜେଡି: ପୂର୍ଣ୍ଣବାସୀ ନାୟକ
– ପୂର୍ବତନ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ପତ୍ନୀ
– ୨୦୦୯ରେ ବିଜେପିରୁ ଲଢି ୯୧୬ ଖଣ୍ଡ ଭୋଟରେ ହାରିଥିଲେ ଅନ୍ତର୍ଯ୍ୟାମୀ
– ମୋହନା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଥିଲେ ଅନ୍ତର୍ଯ୍ୟାମୀ
– ବିଜେପିରୁ ବିଜେଡିକୁ ଆସିଛନ୍ତି ଅନ୍ତର୍ଯ୍ୟାମୀ
– ସ୍ୱାମୀଙ୍କ ବଡ ସଂଗଠନ ରହିଛି

କଂଗ୍ରେସ: ଦାଶରଥି ଗମାଙ୍ଗ
– କଂଗ୍ରେସର ବରିଷ୍ଠ ନେତା
– ଏଆଇସିସି ସଦସ୍ୟ
– ୨୦୧୪ରେ ୧୧୫ ଖଣ୍ଡ ଭୋଟରେ ହାରିଥିଲେ

ବିଜେପି: ପ୍ରଶାନ୍ତ ମଲ୍ଲିକ
– ବିଜେପି ଜିଲ୍ଲା ସଂଯୋଜକ
– କଂଗ୍ରେସରୁ ବ୍ଳକ୍ ଚେୟାରମ୍ୟାନ୍ ଥିଲେ
– କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି
– ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ
– ପୂର୍ଣ୍ଣବାସୀ ନାୟକ (ବିଜେଡି)

ମୋହନା ବିଧାନସଭା ଆସନ
– ୨୦୧୪ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ବଦଳିଥିଲେ ।
– ୩ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, ୧୧୫ ଖଣ୍ଡ ଭୋଟ୍ରେ ହାରିଥିଲେ କଂଗ୍ରେସ ପ୍ରାର୍ଥୀ
– ବିଧାୟିକା ବାସନ୍ତୀ ମଲ୍ଲିକଙ୍କ ଟିକେଟ୍ କଟିଛି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୭୫୮
– ମତ ଦେଇଥିଲେ – ୧ ଲକ୍ଷ ୪୩ ହଜାର ୯୪୩
– ଭୋଟଦାନ ହାର – ୭୪.୨୯%

୨୦୧୪ର ଫଳାଫଳ
 ପ୍ରାର୍ଥୀ                                ଦଳ                  ଭୋଟ             ପ୍ରତିଶତ         ଫଳାଫଳ
ବାସନ୍ତୀ ମଲ୍ଲିକ                      ବିଜେଡି              ୪୩,୦୦୬       ୨୯.୮୮%    ବିଜୟୀ
ଦାସରଥୀ ଗମାଙ୍ଗ                   କଂଗ୍ରେସ             ୪୨୮୯୧       ୨୯.୮୦%    ପରାସ୍ତ
ଭରତ ପାଇକ                        ବିଜେପି              ୩୯୬୨୫       ୨୭.୫୩%    ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବାସନ୍ତୀ ମଲ୍ଲିକ
ଦଳ – ବିଜେଡି
ଭୋଟ – ୪୩,୦୦୬
ପ୍ରତିଶତ – ୨୯.୮୮%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଭରତ ପାଇକ
ଦଳ – ବିଜେପି
ଭୋଟ – ୩୯୬୨୫
ପ୍ରତିଶତ – ୨୭.୫୩%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଦାସରଥୀ ଗମାଙ୍ଗ
ଦଳ – କଂଗ୍ରେସ
ଭୋଟ – ୪୨୮୯୧
ପ୍ରତିଶତ – ୨୯.୮୦%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ବାସନ୍ତୀ ମଲ୍ଲିକ ଜିତିଥିଲେ ।
– ୪୩ ହଜାର ୦୦୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଦାସରଥୀ ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
– ୧୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀ ଭରତ ପାଇକ ୩୯ ହଜାର ୬୨୫ ଖଣ୍ଡ ଭୋଟ୍ ପାଇଥିଲେ ।
– ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୯ ହଜାର ୧୬୬
– ମତ ଦେଇଥିଲେ – ୧ ଲକ୍ଷ ୧୨ ହଜାର ୦୮୧
– ଭୋଟଦାନ ହାର –

୨୦୦୯ର ଫଳାଫଳ
ପ୍ରାର୍ଥୀ                                ଦଳ              ଭୋଟ           ପ୍ରତିଶତ         ଫଳାଫଳ
ଜୋହାନ ଦଳବେହେରା           ବିଜେଡି           ୨୦,୨୦୬    ୧୮.୦୩%     ପରାସ୍ତ
ଚକ୍ରଧର ପାଇକ                    କଂଗ୍ରେସ         ୩୭,୬୯୭    ୩୩.୬୩%     ବିଜୟୀ
ଅନ୍ତର୍ଯ୍ୟାମୀ ଗମାଙ୍ଗ                 ବିଜେପି          ୩୬,୭୮୦    ୩୨.୮୨%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଜୋହାନ ଦଳବେହେରା
ଦଳ – ବିଜେଡି
ଭୋଟ – ୨୦,୨୦୬
ପ୍ରତିଶତ – ୧୮.୦୩%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଅନ୍ତର୍ଯ୍ୟାମୀ ଗମାଙ୍ଗ
ଦଳ – ବିଜେପି
ଭୋଟ – ୩୬,୭୮୦
ପ୍ରତିଶତ – ୩୨.୮୨%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଚକ୍ରଧର ପାଇକ
ଦଳ – କଂଗ୍ରେସ
ଭୋଟ – ୩୭,୬୯୭
ପ୍ରତିଶତ – ୩୩.୬୩%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର ଚକ୍ରଧର ପାଇକ ବିଜୟୀ ହୋଇଥିଲେ
– ୩୭ ହଜାର ୬୯୭ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
– ୯୧୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ବଦଳିଥିଲେ ।
– ବିଜେଡି ଜୋହାନ ଦଳବେହେରାଙ୍କ ସ୍ଥାନରେ ବାସନ୍ତୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ।
– ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ବଦଳରେ ଭରତ ପାଇକଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ଚକ୍ରଧର ପାଇକଙ୍କ ବଦଳରେ ଦାସରଥୀ ଗମାଙ୍ଗଙ୍କୁ ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ ।

ମତାମତ

Your email address will not be published.