ଝରିଗାଁରେ ଚମକିବ କାହା ଭାଗ୍ୟ ? ଆସନ ଦଖଲ ପାଇଁ ବିଧାୟକ ରେସରେ ପ୍ରକାଶ, ଉଲଧର ଓ ପର୍ଶୁରାମ

141

କନକ ବ୍ୟୁରୋ : ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ମତଦାନ କେନ୍ଦ୍ରରେ ମତଦାତାଙ୍କ ଭିଡ଼ । ଝରିଗାଁ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ବାଛୁଛନ୍ତି ଜନତା । ଝରିଗାଁ ବ୍ଲକ୍, ଚନ୍ଦାହାଣ୍ଡି ବ୍ଲକ୍ ଓ ଉମରକୋଟ ବ୍ଲକ୍ର ୧୦ଟି ପଂଚାୟତକୁ ନେଇ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ୩ ଟି ଯାକ ବ୍ଲକ୍ ବିଜେଡି ଦଖଲରେ ରହିଛି ।

୨୦୧୯ର ଲଢେଇ
ବିଜେଡି: ପ୍ରକାଶ ଚନ୍ଦ୍ର ମାଝୀ
କଂଗ୍ରେସ: ଉଲଧର ମାଝୀ
ବିଜେପି: ପର୍ଶୁରାମ ମାଝୀ

ବିଜେଡି: ପ୍ରକାଶ ଚନ୍ଦ୍ର ମାଝୀ
– ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରମେଶ ମାଝିଙ୍କ ଭାଇ
– ରମେଶ ମାଝୀଙ୍କ ସ୍ଥାନରେ ଟିକେଟ୍ ମିଳିଛି
– ଇଂଜିନିୟର ଚାକିରି ଛାଡି ରାଜନୀତିକୁ ଆସିଛନ୍ତି

କଂଗ୍ରେସ: ଉଲଧର ମାଝୀ
– ୨୦୧୪ରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ
– ୧୧ ହଜାର ଭୋଟ୍ରେ ବିଜେଡିଠାରୁ ହାରିଥିଲେ

ବିଜେପି: ପର୍ଶୁରାମ ମାଝୀ
– ପୂର୍ବତନ ସାଂସଦ
– ୨ ଥର ସାଂସଦ ହୋଇଛନ୍ତି

ଝରିଗାଁ ବିଧାନସଭା ଆସନ
– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୨୦୦୯ ଏବଂ ୨୦୧୪ରେ ରମେଶ ଚନ୍ଦ୍ର ମାଝୀ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ
– ରମେଶ ଚନ୍ଦ୍ର ମାଝିଙ୍କୁ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ କରିଛି ବିଜେଡି
– ବିଜେଡିରୁ ଆସିଥିବା ବଳଭଦ୍ର ମାଝିଙ୍କୁ ନବରଙ୍ଗପୁର ସାଂସଦ ଟିକେଟ୍ ମିଳିବା ପରେ ସାଂସଦ ପର୍ଶୁରାମ ମାଝିଙ୍କୁ ବିଧାନସଭା ଟିକେଟ୍ ଦେଇଛି ବିଜେପି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୫୮୨
– ମତ ଦେଇଥିଲେ – ୧ ଲକ୍ଷ ୫୫ ହଜାର ୪୧୫
– ଭୋଟଦାନ ହାର – ୮୦.୨୮

୨୦୧୪ର ଫଳାଫଳ
ପ୍ରାର୍ଥୀ                           ଦଳ            ଭୋଟ              ପ୍ରତିଶତ          ଫଳାଫଳ
ରମେଶ ଚନ୍ଦ୍ର ମାଝୀ           ବିଜେଡି       ୬୫,୨୫୪       ୪୧.୯୯%       ବିଜୟୀ
ଉଲଧର ମାଝୀ                କଂଗ୍ରେସ     ୫୪,୦୫୮       ୩୪.୭୮%        ପରାସ୍ତ
କୁମର ପୂଜାରୀ                 ବିଜେପି      ୧୪,୦୧୦       ୯.୦୧%          ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ରମେଶ ଚନ୍ଦ୍ର ମାଝୀ
ଦଳ – ବିଜେଡି
ଭୋଟ – ୬୫,୨୫୪
ପ୍ରତିଶତ – ୪୧.୯୯%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କୁମର ପୂଜାରୀ
ଦଳ – ବିଜେପି
ଭୋଟ – ୧୪,୦୧୦
ପ୍ରତିଶତ – ୯.୦୧%
ଫଳାଫଳ -ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଉଲଧର ମାଝୀ
ଦଳ – କଂଗ୍ରେସ
ଭୋଟ – ୫୪,୦୫୮
ପ୍ରତିଶତ – ୩୪.୭୮%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ରମେଶ ଚନ୍ଦ୍ର ମାଝୀ ଜିତିଥିଲେ
– ୬୫ ହଜାର ୨୫୪ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କୁ ପରାସ୍ତ କରିଥିଲେ
– ୧୧ ହଜାର ୧୯୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୨ ହଜାର ୫୦୦
– ମତ ଦେଇଥିଲେ – ୧ ଲକ୍ଷ ୧୯ ହଜାର ୭୯୧
– ଭୋଟଦାନ ହାର – ୬୯.୪୪%

୨୦୦୯ର ଫଳାଫଳ
ପ୍ରାର୍ଥୀ                             ଦଳ                 ଭୋଟ            ପ୍ରତିଶତ            ଫଳାଫଳ
ରମେଶ ଚନ୍ଦ୍ର ମାଝୀ             ବିଜେଡି            ୫୪,୭୬୭       ୪୫.୭୨%       ବିଜୟୀ
ଜଳନ୍ଧର ମାଝୀ                  କଂଗ୍ରେସ           ୩୨,୪୯୧      ୨୭.୧୨%        ପରାସ୍ତ
ସୋନା ମାଝୀ                    ବିଜେପି            ୧୩,୨୨୬      ୧୧.୦୪%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ରମେଶ ଚନ୍ଦ୍ର ମାଝୀ
ଦଳ – ବିଜେଡି
ଭୋଟ – ୫୪,୭୬୭
ପ୍ରତିଶତ – ୪୫.୭୨%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୋନା ମାଝୀ
ଦଳ – ବିଜେପି
ଭୋଟ – ୧୩,୨୨୬
ପ୍ରତିଶତ – ୧୧.୦୪%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଜଳନ୍ଧର ମାଝୀ
ଦଳ – କଂଗ୍ରେସ
ଭୋଟ – ୩୨,୪୯୧
ପ୍ରତିଶତ – ୨୭.୧୨%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ରମେଶ ଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ
– ୫୪ ହଜାର ୭୬୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ମାଝୀଙ୍କୁ ପରାସ୍ତ କରିଥିଲେ
– ୨୨ ହଜାର ୨୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– କଂଗ୍ରେସ ଓ ବିଜେପି ପ୍ରାର୍ଥୀ ପରିବର୍ତନ କରିଥିଲେ
– କଂଗ୍ରେସ, ଜଳନ୍ଧର ମାଝୀଙ୍କ ବଦଳରେ ଉଲଧର ମାଝିଙ୍କୁ ପ୍ରାର୍ଥୀ କରିଥିଲା
– ସୋନା ମାଝୀଙ୍କ ସ୍ଥାନରେ କୁମର ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ରମେଶ ମାଝୀଙ୍କ ପିତା ଯାଦବ ମାଝୀଙ୍କ କାର୍ଯ୍ୟ ଓ ନବୀନ ବ୍ରାଣ୍ଡକୁ ନେଇ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ।