ରାଜଧାନୀରୁ ମିଳିଲା ବିରଳ ଧଳା ସାପ: କଳିଙ୍ଗ ବିହାର ଅଂଚଳରେ ରାସ୍ତା ଅତିକ୍ରିମ କରୁଥିବାବେଳେ ଉଦ୍ଧାର

722

କନକ ବ୍ୟୁରୋ: ଭୁବନେଶ୍ୱରରୁ ଉଦ୍ଧାର ହୋଇଛି ବିରଳ ଧଳାସାପ । କଳିଙ୍ଗ ବିହାର ଅଚଂଳରେ ଏହି ବିରଳ ସାପ ରାସ୍ତା ଅତିକ୍ରମ କରୁଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ନେକ ହେଲପଲାଇନକୁ ହସ୍ତାନ୍ତର କରିଥିଲେ ।

ସାପଟିର ଲମ୍ବା ୨ ଦୁଇଫୁଟ ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ରାଜଧାନୀରେ ଏଭଳି ଧଳାସାପ ଉଦ୍ଧାର କରାଯାଇ ନନ୍ଦନକାନନରେ ଛଡାଯାଇଥିଲା । କିନ୍ତୁ ପରେ ନନ୍ଦନକାନନରୁ ଏହି ସାପ ଚୋରି ହୋଇଯାଇଥିଲା ।