ବିଜୟଶ୍ରୀ ରାଉତରାୟଙ୍କ ରାଜନୀତିରେ ଅବସର ପ୍ରସଙ୍ଗ : ବିଭିନ୍ନ ଦଳର ନେତାଙ୍କ ମତ

20

କନକ ବ୍ୟୁରୋ : ରାଜନୀତି କରିବାର ବୟସ କେତେ ? କେତେ ବୟସ ହେଲେ ରାଜନୀତିରୁ ସନ୍ୟାସ ନେଇଯିବା ଉଚିତ, ନା ରାଜନୀତିର କିଛି ବୟସ ନାହିଁ । ରାଜନୀତିରୁ ସନ୍ୟାସ ନେବା ନେଇ ବିଜେଡିର ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସୂଚନା ପରେ ସାମ୍ନାକୁ ଆସିଛି ବିଭିନ୍ନ ଦଳର ନେତାଙ୍କ ମତ । ଶୁଣନ୍ତୁ କଣ କହୁଛନ୍ତି ସେମାନେ –