କାହିଁକି ପର୍ଣ୍ଣ ସିନେମାକୁ କୁହାଯାଏ ବ୍ଲୁ ଫିଲ୍ମ ! ଜାଣନ୍ତୁ କାରଣ

288

ପର୍ଣ୍ଣ ସିନେମା ପ୍ରାୟ ସମସ୍ତେ ଦେଖନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଏହି ସିନେମାକୁ ବ୍ଲୁ ଫିଲ୍ମ କାହିଁକି କୁହାଯାଏ । ଆଉ ଯେଉଁମାନେ ଜାଣି ନଥାନ୍ତି ସେମାନେ କାହାକୁ ପଚାରିବାକୁ ସାହାସ କରି ପାରିନଥାନ୍ତି । ଯଦି ଆପଣ ଜାଣି ନାହାଁନ୍ତି ତେବେ ଜାଣନ୍ତୁ କିଛି ସମ୍ଭାବ୍ୟ କାରଣ କାହିଁକି ପର୍ଣ୍ଣ ଫିଲ୍ମକୁ ବ୍ଲୁ ଫିଲ୍ମ କହୁଯାଏ ।

ସାଧାରଣତଃ ବି – ଗ୍ରେଡ୍ ସିନେମାର ପୋଷ୍ଟରର ରଙ୍ଗ ବ୍ଲୁ ହୋଇଥାଏ । କାରଣ ବ୍ଲୁ ରଙ୍ଗ ଗଭୀର ହୋଇଥିବାରୁ ଏହା ଅତି ସହଜରେ ଲୋକ ମାନଙ୍କ ଦୃଷ୍ଟି ଓ ଧ୍ୟାନ ଆକର୍ଷଣ କରିଥାଏ । ତେଣୁ ପର୍ଣ୍ଣ ସିନେମାକୁ ବ୍ଲୁ ଫିଲ୍ମ କହିବା ପଛର ଏହା ଗୋଟିଏ କାରଣ ହୋଇଥାଏ ।

ସେହିପରି ସାଧାରଣ ସିନେମାର କ୍ୟାସେଟକୁ ସାମାନ୍ୟ ପ୍ଲାଷ୍ଟିକ୍ କଭରରେ ବନ୍ଦ କରାଯାଉଥିବା ବେଳେ ବ୍ଲୁ ଫିଲ୍ମକୁ ଏକ ଖାସ୍ କଭରରେ ପ୍ୟାକ୍ କରାଯାଇଥାଏ । ଯାହାର ରଙ୍ଗ ବ୍ଲୁ ହୋଇଥାଏ । ତେଣୁ ପର୍ଣ୍ଣ ଫିଲ୍ମକୁ ବ୍ଲୁ ଫିଲ୍ମ ବୋଲି କୁହାଯାଇଥାଏ ।