ପୁଣି ରେଳରେ ବାହାରିଲା ଚାକିରି । ବିନା କୌଣସି ପରୀକ୍ଷାରେ ହେବ ସିଧା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

3,710

(Western Railway Recruitment 2018)ପଶ୍ଚିମ ରେଲୱେ ନିଯୁକ୍ତିରେ ୩୫୫୩ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ନିଯୁକ୍ତି ଅପରେଟିଂ ପଦବୀ ପାଇଁ ହେବାକୁ ଯାଉଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଆରଆରସି ଡବ୍ଲୁଆରର ଆଧିକାରୀକ ୱେବସାଇଟ୍ https://rrc-wr.com/କୁ ଯାଇ  ୯ ଜାନୁଆରୀ ୨୦୧୯, ସନ୍ଧ୍ୟା ୫ଟା ସୁଧା ଅନଲାଇନ ଆବେଦନ କରିପାରିବେ । ତେବେ ଚାକିରି ସମ୍ବନ୍ଧିତ ସବିଶେଷ ବିବରଣୀ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ଶିକ୍ଷାଗତ ଯୋଗ୍ୟତା

ମୋଟ ଉପରେ ୫୦ ପ୍ରତିଶତ ଅଙ୍କ ବା ମାର୍କ ସହିତ ୧୦ମ ଶ୍ରେଣୀ ପାସ୍ କରିଥିବା ଦରକାର ।

ଟେକନିକାଲ ଯୋଗ୍ୟତା

ଏନସିବିଟି/ଏସସିବିଟିରୁ ସମ୍ବନ୍ଧିତ ଆଇଟିଆଇ ପ୍ରମାଣ ପତ୍ର ପ୍ରାସଂଗୀକ ବ୍ୟାପାରରେ ଅର୍ନିବାର୍ଯ୍ୟ ଅଟେ ।

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ

ଜେନେରାଲ/ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା । ଡେବିଟ୍ କାର୍ଡ କ୍ରେଡିଟ୍ କାର୍ଡ, ନେଟ ବ୍ୟାଙ୍କିଂ ମାଧ୍ୟମରେ ପରୀକ୍ଷା ଶୁଳ୍କ ପେମେଂଟ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ

୧୦ ଡିସେମ୍ବର ୨୦୧୮ରୁ ୦୯ ଜାନୁଆରୀ ୨୦୧୯ ସନ୍ଧ୍ୟା ୫ଟା ମଧ୍ୟରେ ଆବେଦନ କରିପାରିବେ ।

କିଭଳି କରିବେ ଆବେଦନ

ଯୋଗ୍ୟ ଆଶାୟୀପ୍ରାର୍ଥୀ ଆରଆରସି ଡବ୍ଲୁଆରର ଆଧିକାରୀକ ୱେବସାଇଟ https://rrc-wr.com/ରେ ୦୯ ଜାନୁଆରୀ ୨୦୧୯ ସୁଧା ଅନଲାଇନ ଆବେଦନ କରିପାରିବେ ।

ଚାକିରି କରିବାର ସ୍ଥାନ

ମୁମ୍ବାଇ ଏବଂ ମହାରାଷ୍ଟ୍ର

ଚୟନ ପ୍ରକ୍ରିୟା

ଆଶାୟୀ ପ୍ରାର୍ଥୀଙ୍କର ଚୟନ ମେରିଟ୍ ଉପରେ ଆଧାରିତ ।