ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଝାଡଖଣ୍ଡ ମୁହାଁ : ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

29

vlcsnap-2016-09-07-10h06m44s258କନକ ବ୍ୟୁରୋ : ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଝାଡଖଣ୍ଡ ମୁହାଁ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ୨୪ ଘଂଟା ଯାଏଁ ବର୍ଷା ଲାଗି ରହିବ । ଉତର ଓଡିଶାର କିଛି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

କଟକରେ ସର୍ବାଧିକ ୨୩.୮,ପାରାଦୀପରେ ୨୧.୬,ଭୁବେନଶ୍ୱରରେ ୬.୮  ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।