ଯୋଗୀଙ୍କଠାରୁ ଗୋଟିଏ ପାଦ ଆଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ! କହିଲେ, ଗୋହତ୍ୟା କରି ଧରାପଡିବା ବ୍ୟକ୍ତି ଫାଶୀଖୁଂଟରେ ଝୁଲିବେ

39

କନକ ବ୍ୟୁରୋ : ଗୋହତ୍ୟା କଲେ ସିଧା ଫାଶୀ ଖୁଂଟରେ ଝୁଲାଇ ଦେବୁ । ଏପରି କହି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ପାଦେ ଆଗେଇ ଯାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ । ସେ କହିଛନ୍ତି ଯେ ଯଦି କେହି ଗୋହତ୍ୟା କରି ଧରା ପଡେ, ତେବେ ସିଧା ଫାଶୀ ଦିଆଯିବ । ବେଆଇନ କଂସେଇଖାନା ବନ୍ଦ ପ୍ରସଙ୍ଗକୁ ନେଇ ଦେଶ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ରମଣଙ୍କ ଏପରି ବୟାନ ପୁଣି ଏକ ବିବାଦ ସୃଷ୍ଟି କରିବା ଆଶଙ୍କା ରହିଛି ।