ଲୋକସଭା ନିର୍ବାଚନ ୨୦୧୯ : ଅମେଠି ସିଟରୁ ପଛରେ କିନ୍ତୁ ବାୟନାଡରେ ଆଗରେ ରହିଛନ୍ତି ରାହୁଲ ଗାନ୍ଧୀ

87

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାରମ୍ପରିକ ରାଜନୈତିକ ସ୍ଥଳ ଅମେଠିରୁ ପଛରେ ଚାଲୁଥିଲେ ହେଁ ବାୟନାଡରେ ଆଗରେ ରହିଛନ୍ତି । ରାହୁଲଙ୍କୁ ପଛରେ ପକାଇ ଅମେଠିରେ ସ୍ମୃତି ଇରାନୀ ୧୦୦୦ ଭୋଟରେ ଆଗୁଆ ଚାଲୁଥିବା ବେଳେ ଇରାନୀ ୧୧,୧୪୩ ଏବଂ ରାହୁଲଙ୍କୁ ୯୨୧୨ ଭୋଟ୍ ମିଳିଛି । କିନ୍ତୁ ୧ ଲକ୍ଷ ଭୋଟ୍ ରେ ବାୟନାଡରେ ଆଗୁଆ ରହିଛନ୍ତି ରାହୁଲ୍ ଗାନ୍ଧୀ ।