ବଲାଙ୍ଗିରରେ ଜଳ ସତ୍ୟାଗ୍ରହ : ବୁଡି ଅଂଚଳର୧୪ଟି ଗାଁର ଲୋକ ସାମିଲ

18

ବଲାଙ୍ଗିର : ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ କ୍ଷତିପୂରଣ ଦାବିରେ ଜଳ ସତ୍ୟାଗ୍ରହ ଡାକରା ଦେଇଛି ବଲାଙ୍ଗିର ଆକ୍ସନ କମିଟି । ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ସହ ପ୍ରକଳ୍ପ କାମ ତ୍ୱରାନିତ ଦାବିରେ ଆଜିଠାରୁ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏଥିରେ ବୁଡି ଅଂଚଳ ୧୪ଟି ଗାଁର ଲୋକ ସାମିଲ ହୋଇଛନ୍ତି ।