ସାରା ରାଜ୍ୟ ବର୍ଷୁଛି ନିଆଁ ! ଅସହ୍ୟ ତାତି ସାଙ୍ଗକୁ ସଂଗୀନ ଜଳକଷ୍ଟ

0

କନକ ବ୍ୟୁରୋ : ପାଣି ପାଇଁ ଡ଼ହଳ ବିକଳ ଲୋକେ । ଖରା ବଢ଼ୁଥିବା ସାଙ୍ଗକୁ ଜଳାଭାବ କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ଲୋକଙ୍କୁ ନାକେଦମ୍ କଲାଣି । ସେପଟେ ବୌଦ୍ଧରେ ଦେଖାଦେଇଛି ଜଳ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

Comments are closed.