ପାଣି ଯୋଗୁୁଁ ପାଠପଢା ବାଧାପ୍ରାପ୍ତ : କେନ୍ଦୁଝର ମାଇନିଂ ରୋଡ ଅବରୋଧ କଲେ ଉତ୍ୟକ୍ତ ଛାତ୍ର

71

କେନ୍ଦୁଝର : ସ୍କୁଲରେ ପାଣି, ରାସ୍ତାରେ ଛାତ୍ରଛାତ୍ରୀ । ତାପୁଣି ସରକାରଙ୍କୁ ସର୍ବାଧିକ ରାଜସ୍ୱ ଯୋଗାଉଥିବା ଜିଲ୍ଲାରେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମାଇନିଂ ରୋଡରେ ଥିବା ଏକ ଘରୋଇ ସ୍କୁଲରେ । ସ୍କୁଲରେ ବର୍ଷା ପାଣି ପଶି ଯାଇଛି । ଫଳିରେ ପାଠପଢା ବାଧା ପ୍ରାପ୍ତ ହୋଇଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ମାଇନିଂ ରୋଡ ଅବରୋଧ କରିଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ । କେନ୍ଦୁଝର ମାଇନିଂ ରୋଡ ଅବରୋଧ କଲେ ଉତ୍ୟକ୍ତ ଛାତ୍ର ।