ଚାଷୀଙ୍କୁ ମିଳୁନି ପାଣି : ନିର୍ମାଣାଧିନ ଜଳ ସେଚନ ପ୍ରକଳ୍ପର ହେଉନି ଉପଯୁକ୍ତ ରକ୍ଷଣାବେକ୍ଷଣ

3

କନକ ବ୍ୟୁରୋ : ଚାଷୀଙ୍କୁ ନେଇ ସବୁବେଳେ ରାଜ୍ୟ ଠାରୁ ଆମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ରାଜନୀତି ସରଗରମ ରହୁଛି । କିନ୍ତୁ ନିର୍ମାଣାଧିନ ଜଳ ସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଯଥାରେ ପାଣି ନଷ୍ଟ ହୋଇ ଚାଷ ସମୟରେ ଚାଷୀକୁ ପାଣି ମିଳୁନି । ଫଳରେ ଠିକ୍ ଭାବେ ଚାଷ ଜମିକୁ ଜଳସେଚନ ହୋଇପାରୁନଥିବା ଅଭିଯୋଗ ହୋଇଛିି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ।

ଦେଖନ୍ତୁ ଏହି ଭିଡିଓ –

Comments are closed.