କାଟ୍ ଖାଇଲା ବ୍ୟାସନଗର ଅନାସ୍ଥା ପ୍ରସ୍ତାବ : ଭୋଟିଂରୁ ବିରତରହିଲେ ବିଜେଡି କାଉନସିଲର

24

ବ୍ୟାସନଗର : କାଟ୍ ଖାଇଲା ବ୍ୟାସନଗର ଅନାସ୍ଥା ପ୍ରସ୍ତାବ । ଭୋଟିଂରୁ ବିରତ ରହିଲେ ବିଜେଡି କାଉନସିଲର । ୯ କଂଗ୍ରେସ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଦେଲେ ଭୋଟ୍ । ଭୋଟିଂରୁ ବିରତ ରହିବା ପାଇଁ ହ୍ୱିପ୍ ଜାରି କରିଥିଲା ବିଜେଡି।