ଯାଜପୁର : ବନ୍ତ ପଂଚାୟତରେ ବାଲାଟ ପେପରରେ ସରପଂଚ ପ୍ରାର୍ଥୀଙ୍କ ଚିହ୍ନ ନଥିବାରୁ ମତଦାନ ବନ୍ଦ

27

କନକ ବ୍ୟୁରୋ : ବାଲାଟ ପେପରରେ ସରପଂଚ ପ୍ରାର୍ଥୀଙ୍କ ଚିହ୍ନ ନଥିବାରୁ ମତଦାନ ବନ୍ଦ । ଯାଜପୁର ଜିଲ୍ଲା କୋରେଇ ବ୍ଳକରେ ଏପରି ଘଟଣା ଘଟିଛି । ୧ନମ୍ବର ଜୋନ୍ ବନ୍ତ ପଂଚାୟତର ୧୧ ଓ ୧୨ ନମ୍ବର ବୁଥରେ ବାଲାଟ ପେପରରେ ଦୁଇ ସରପଂଚ ପ୍ରାର୍ଥୀଙ୍କ ଚିହ୍ନ ନଥିବାରୁ ମତଦାନ ବନ୍ଦ ରହିଛି  ।