ଆସନ୍ତା କାଲିଠୁ ଖୋଲିବ ଭିତରକନିକା : ମେ ୧ରୁ କୁମ୍ଭୀର ପ୍ରଜନନ ପାଇଁ ଥିଲା ବନ୍ଦ

0

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ପର୍ଯ୍ୟଟଙ୍କ ପାଇଁ ଖୋଲିବ ଭିତରକନିକା । ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ପାଇଁ ଏହା ବନ୍ଦ ଥିଲା । ଚଳିତବର୍ଷ ଶାରିରୀକ ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରି ଚାଳିତ ତିନୋଟି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏହାସହ ଡାଙ୍ଗମାଳ ଓ ହବାଳୀଖଟିରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା ହୋଇଛି ।

Comments are closed.