ସ୍ୱାଧୀନତା ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ

38

ଗତକାଲି ଥିଲା ସ୍ୱାଧନତା ଦିବସ । ଆମ ଗହଣରେ ବଂଚି ରହିଥିବା ହାତଗଣତି କିଛି ସଂଗ୍ରାମୀଙ୍କୁ ସରକାର ଡାକିଥିଲେ ସମ୍ମାନିତ କରିବାକୁ । ନିମନ୍ତ୍ରଣ ପାଇ ଥର ଥର ପାଦରେ ରାଜଭବନରେ ପହଁଚିଥିଲେ ସଂଗ୍ରାମୀ ମାନେ । ହେଲେ ଫେରିବା ବାଟରେ ଯାହା ଘଟିଲା, ତାହା ଦେଖିଲେ ଆପଣଙ୍କ ମୁଣ୍ଡ ଲଜ୍ଜାରେ ନଇଁଯିବ । ଦେଖନ୍ତୁ ନବୀନ ସରକାରଙ୍କ ବ୍ରିଟିଶରାଜର ଦୃଶ୍ୟ ।