ବଲାଙ୍ଗିରରେ ପାଣି ପାଇଁ ତାତିଲେ ମହିଳା ! ଜଳଯୋଗାଣ ଅବ୍ୟବସ୍ଥା ପ୍ରତିବାଦରେ ରାସ୍ତାରେ ଭାଙ୍ଗିଲେ ମାଠିଆ

26

କନକ ବ୍ୟୁରୋ: ବଲାଙ୍ଗୀର କଂସାରୀଗୁଡାରେ ପାଣି ପାଇଁ ତାତିଲେ ମହିଳା । ଜଳଯୋଗାଣ ଅବ୍ୟବସ୍ଥା ପ୍ରତିବାଦରେ ରାସ୍ତାରେ ମାଠିଆ ଭାଙ୍ଗିଛନ୍ତି ମହିଳାମାନେ । ଏପରିକି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ତେବେ ଦୀର୍ଘ ଦିନରୁ ଗାଁରେ ପାଣି ସମସ୍ୟା ଦେଖାଦେଇଥିଲେ ମଧ୍ୟ କିଛି ସମାଧାନ ନହେବାରୁ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-