ଭିଜିଲାନ୍ସ ଜାଲରେ ତିହିଡି ବ୍ଲକ୍ କ୍ୟାସିୟର ! ଆୟବର୍ହିଭୂତ ସମ୍ପତି ଠୂଳ ଅଭିଯୋଗରେ ରେଡ୍

46

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ତିହିଡି ବ୍ଲକ୍ କ୍ୟାସିୟର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତିହିଡି ବ୍ଲକ୍ କ୍ୟାସିୟର ପ୍ରଭାକର ପ୍ରଧାନଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍ କରିଛି । ତିହିଡି କାର୍ଯ୍ୟାଳୟ, ରାଣୀପାଟଣାର ୨ଟି ଘର, ବାଲେଶ୍ୱର, ଭୁବନେଶ୍ୱର ବାସଭବନ ସମେତ ଏକକାଳୀନ ପାଂଚଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ।