କଟକରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

27

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କଟକରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସହକାରୀ ଯନ୍ତ୍ରୀ ରବିନାରାୟଣ ଭୂୟାଁଙ୍କ ମହାନଦୀ ବିହାର ଘରେ ଭିଜିଲାନ୍ସ ରେଡ କରିଛି  । କଟକ ସମେତ ଅନ୍ୟାନ୍ୟ ୪ଟି ସ୍ଥାନରେ ଚଢାଉ ଜାରି ରହିଛି  । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ  ।