ଭିଜିଲାନ୍ସ ଜାଲରେ ଭଞ୍ଜନଗର ରେଞ୍ଜର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅଫିସ ଓ ବାସଭବନ ସମେତ ୫ଟି ସ୍ଥାନରେ ରେଡ୍

24

କନକ ବ୍ୟୁରୋ : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବୁଗୁଡା ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ଜଣାପଡିଛି । ଏକକାଳିନ ୫ଟି ସ୍ଥାନରେ ଚଢ଼ାଇ କରୁଛି ଭିଜିଲାନ୍ସ । ବୁଗୁଡାର ୨ଟି ସ୍ଥାନରେ ଓ ଭଞ୍ଜନଗରର ୩ଟି ସ୍ଥାନରେ ଏକକାଳିନ ରେଡ୍ କରୁଛି ଭିଜିଲାନ୍ସ । ବୁଗୁଡା କାର୍ଯ୍ୟାଳୟରେ ଭିଜିଲାନ୍ସରେ ୧୪ଜଣିଆ ଟିମ୍ ରେଡରେ ସାମିଲ ହୋଇଛନ୍ତି ।