ଭିଜିଲାନ୍ସ ଜାଲରେ ବିଏମସି ଜମାଦାର : ତିନିଟି ସ୍ଥାନରେ ଏକକାଳୀନ ରେଡ୍

19

ବ୍ରହ୍ମପୁର : ଭିିଜିଲାନ୍ସ ଜାଲରେ ବିଏମସି ଜମାଦାର । ବ୍ରହ୍ମପୁର ମହାନଗର ନିଗମର ଜମାଦାର ଲକ୍ଷ୍ମଣ ଚର୍ଚ୍ଚିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଲକ୍ଷ୍ମଣଙ୍କ ବ୍ରହ୍ମପୁର ଲକ୍ଷ୍ମୀସାଗରରେ ଥିବା ଘର ସମେତ ୩ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଚଢାଉ ବେଳେ ଡକ୍ୟୁମେଂଟ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।