ଭିଜିଲାନ୍ସ ଜାଲରେ ସେସୁର କାର୍ଯ୍ୟନର୍ବାହୀ ଯନ୍ତ୍ରୀ ସ୍ୱାଧୀନ ଗୌଡ ! ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ

40

କନକ ବ୍ୟୁରୋ: ସେସୁର କାର୍ଯ୍ୟନର୍ବାହୀ ଯନ୍ତ୍ରୀ ସ୍ୱାଧୀନ ଗୌଡଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଭୁବନେଶ୍ୱର ବୈରାଗୀନଗର ଜଗନ୍ନାଥ କମପ୍ଲେକ୍ସରେ ଏହି ଚଢାଉ ଚାଲିଛି । ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଏହି ରେଡ ହୋଇଛି । ଭୁବନେଶ୍ୱର ସମେତ ପୈତୃକ ଘର ଆସ୍କା, ବଲାଙ୍ଗୀରର ଶଶ୍ୱୁର ଘର ସହ ୬ଟି ସ୍ଥାନରେ ରେଡ ଚାଲିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –