ରାଉରକେଲା ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ ! ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ

33

କନକ ବ୍ୟୁରୋ : ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ । ରାଉରକେଲା ଡିଏଫଓ ମହାଦେବ ବଡାଇଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର,ରାଉରକେଲା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଛାନଭିନ୍ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସର ୪ଟି ସ୍ୱତନ୍ତ୍ର ଟିମ ଚଢାଉ କରିଛନ୍ତି । ଭୁବନେଶ୍ୱର ପଟିଆବାସଭବନ ଓ ରାଉରକେଲା ବାସଭବନରେ ରେଡ ହୋଇଛି । ପଟିଆଘର ମୂଲ୍ୟ ୧ କୋଟିଏରୁ ଅଧିକ ଥିବା ବେଳେ ରାଉରକେଲା ବାସଭବନ ମୁଲ୍ୟ ୩୦ ଲକ୍ଷରୁ ଅଧିକ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-