ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନୱାଡି କର୍ମୀ ଶୈଳେନ୍ଦ୍ରୀ ପ୍ରଧାନ ! ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍

31

କନକ ବ୍ୟୁରୋ: କୋଟିପତି ଅଙ୍ଗନୱାଡି କର୍ମୀ । ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗାଁର ଅଙ୍ଗନୱାଡି କର୍ମୀ ଶୈଳେନ୍ଦ୍ରୀ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ହୋଇଛି । ପଟ୍ଟାମୁଣ୍ଡାଇର ୩ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ ରେଡ୍ ହୋଇଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –